Breaking

ପଟିଆରେ ଖୋଲିଲା ଓ୍ବାଓ ମୋମୋର ୧୦ମ ଆଉଟଲେଟ୍

0

ଭୁବନେଶ୍ବର:ପଟିଆସ୍ଥିତ କିଟ୍ ରୋଡ ଠାରେ ଓ୍ବାଓ ମୋମୋର ୧୦ମ ଆଉଟଲେଟ୍ ଉଦଘାଟିତ ହୋଇଯାଇଛି।ମୁଖ୍ୟ ଅତିଥି ଭାବେ ପ୍ରତିଷ୍ଠାତା ସାଗର ଦୟାନିଧି ଯୋଗଦେଇ ଉଦଘାଟନ କରିଛନ୍ତି।ଏହି ଅବସରରେ ଶ୍ରୀ ସାଗର କହିଥିଲେ ସାରା ଭାରତବର୍ଷରେ ହଜାରରୁ ଉର୍ଦ୍ଧ ଆଉଟଲେଟ୍ ଖୋଲିବାପାଇଁ ଲକ୍ଷ ରଖିଛି।
ସୂଚନାଥାଉକି ଓ୍ବାଓ ମୋମୋର ଭାରତରେ ୧୯୦ଟି ଆଉଟଲେଟ୍ ଥିବାବେଳେ ଭୁବନେଶ୍ବରରେ ୧୦ଟି ଆଉଟଲେଟ୍ ରହିଛି।୨୦୧୭ ମସିହାରେ ଦକ୍ଷତା ବିକାଶ ଦ୍ବାରା ଶ୍ରୀ ସାଗର ଦୟାନିଧି ସମ୍ମାନିତ ହୋଇଥିଲେ।

loading...

Leave A Reply

Your email address will not be published.