Breaking

ମାହୁନ୍ତଙ୍କୁ ଦଳିଦେଲା ଯଶୋଦା

0

ଅନୁଗୁଳ : ମାହୁନ୍ତଙ୍କ ସହଯଯୋଗୀଙ୍କୁ କଚାଡ଼ି ମାରିଲା ହାତୀ ଯଶୋଦା । ଅନୁଗୁଳ ପୁରୁଣାକୋଟ ରେଞ୍ଜ ଅଫିସ ପରିସରରେ ଅଘଟଣ ଘଟିଛି । ପୁରୁଣାକୋର୍ଟ ରେଞ୍ଜ ଅଞ୍ଚଳରେ ଯଶୋଦାକୁ ଖାଇବାକୁ ଦେବା ସମୟରେ ସୁଧୀର ପ୍ରଧାନ ନାମକ ଜଣେ ବ୍ୟକ୍ତିଙ୍କୁ ଦଳିଦେଇଥିଲା। ଖବରପାଇ ବନବିଭାଗ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ବର୍ତ୍ତମାନ ଯଶୋଦାକୁ ଚେନ୍‌ ଦ୍ୱାରା ବନ୍ଧାଯାଇ ରଖାଯାଇଛି ବୋଲି ସୂଚନା ମିଳିଛି।
ପ୍ରକାଶ ଥାଉକି, ଅନୁଗୁଳରେ ଆତଙ୍କ ସୃଷ୍ଟି କରିଥିବା ବାଘୁଣି ସୁନ୍ଦରୀକୁ ଧରିବା ପାଇଁ ହାତୀ ଯୋଶଦାର ସାହାଯ୍ୟ ଲୋଡାଯାଇଥିଲା। ସୁନ୍ଦରୀକୁ ଟ୍ରାଙ୍କୁଲାଏଜ୍ କରିବା ପାଇଁ ଚନ୍ଦକା ଜଙ୍ଗଲରୁ କମୁକୀ ହାତୀ ଯୋଶଦାକୁ ସାତକୋଶିଆକୁ ଅଣାଯାଇଥିଲା।

loading...

Leave A Reply

Your email address will not be published.