Breaking

ସ୍ପଷ୍ଟ ଦିବାଲୋକରେ ଗ୍ରିଲ ତାଡ଼ି ଲୁଟିନେଲେ ସୁନା ଓ ଟଙ୍କା

0

ଭୁବନେଶ୍ବର:ଚନ୍ଦ୍ରଶେଖରପୁର ଥାନା ଅଧିନ ବିଡିଏ କଲୋନି କ୍ବାଟର ନମ୍ବର ୮୮ ରୁ ସ୍ପଷ୍ଟ ଦିବାଲୋକରେ ଟଙ୍କା ଓ ସୁନା ଲୁଟି ନେଇଛନ୍ତି ଦୃର୍ବୃତ୍ତ। ଲୁଟେରା ମାନେ ଗ୍ରିଲ ତାଡି ୨ଲକ୍ଷ ଟଙ୍କାର ସୁନା,କୋଡିଏ ହଜାର ଟଙ୍କା,ଏଟିଏମ୍ କାର୍ଡ ବହୁ ଆସବାବ ପତ୍ର ଚୋରି କରିନେଇଥିବା ସୂଚନା ମିଳିଛି। ଏନେଇ ଘର ମାଲିକ ନସିମା ବେଗମ ପୋଲିସକୁ ଖବର ଦେବା ପରେ ଚନ୍ଦ୍ରଶେଖରପୁର ପୋଲିସ ଛାନବିନ ଆରମ୍ଭ କରିଛି।

loading...

Leave A Reply

Your email address will not be published.