Breaking

ଜାଣନ୍ତୁ ଓଡିଶା ଲୋକସଭା ବିଜୟୀ ପ୍ରାର୍ଥୀଙ୍କ ଭୋଟ୍ ବ୍ୟବଧାନ

0

ଓଡିଶା ନ୍ୟୁଜ୍ ଟୁଡେ ବ୍ୟୁରୋ

*ଜାଣନ୍ତୁ ୨୧ ଲୋକସଭା ଆସନର ବିଜୟୀ ପ୍ରାର୍ଥୀ ଓ ସେମାନଙ୍କ ବିଜୟୀ ଭୋଟ ବ୍ୟବଧାନ :

*କନ୍ଧମାଳ* ବିଜେଡ଼ି ପ୍ରାର୍ଥୀ ଅଚ୍ୟୁତ ସାମନ୍ତ ବିଜୟୀ ୪୬୧୬୭୯ଭୋଟ, ନିକଟତର ପ୍ରତିନ୍ଦ୍ୱଦୀ ବିଜେପି ୩୧୨୪୬୩ ଖାରବେଳ ସ୍ୱାଇଁ , ବିଜୟୀ ବ୍ୟବଧାନ ୧୪୯୨୧୬

*କେନ୍ଦ୍ରାପଡ଼ା* ବିଜେଡ଼ି ପ୍ରାର୍ଥୀ ଅନୁଭବ ମହାନ୍ତି ବିଜୟୀ ୬୨୮୯୩୯ଭୋଟ, ନିକଟତର ପ୍ରତିନ୍ଦ୍ୱଦୀ ବିଜେପି ବୈଜୟନ୍ତ ପଣ୍ଡା ୪୭୬୩୩୫, ବିଜୟୀ ବ୍ୟବଧାନ ୧୫୨୬୦୪

*କେନ୍ଦୁଝର* ବିଜେଡ଼ି ପ୍ରାର୍ଥୀ ବିଜୟୀ ଚନ୍ଦ୍ରାଣୀ ମୁର୍ମୁ ୫୨୬୩୫୯, ନିକଟତର ପ୍ରତିନ୍ଦ୍ୱଦୀ ବିଜେପିର ଅନନ୍ତ ନାୟକ ୪୬୦୧୫୬, ବିଜୟୀ ବ୍ୟବଧାନ ୬୬୨୦୩

*ମୟୁରଭଞ୍ଜ* ବିଜେପି ପ୍ରାର୍ଥୀ ବିଜୟୀ ବିଶ୍ୱେଶ୍ୱର ଟୁଡ଼ୁ ୪୮୩୧୭୫, ନିକଟତର ପ୍ରତିନ୍ଦ୍ୱଦୀ ବିଜେଡ଼ି ଦେବାଶିଷ ମାରାଣ୍ଡି ୪୫୮୧୫୩, ବିଜୟୀ ବ୍ୟବଧାନ ୨୫୦୨୨

*ଯାଜପୁର* ବିଜେଡ଼ି ପ୍ରାର୍ଥୀ ବିଜୟୀ ଶର୍ମିଷ୍ଠା ସେଠୀ ୫୪୪୦୨୦, ନିକଟତର ପ୍ରତିନ୍ଦ୍ୱଦୀ ବିଜେପି ଅମୀୟପାତ୍ର ମଲ୍ଲିକ ୪୪୨୩୨୭, ବିଜୟୀ ବ୍ୟବଧାନ ୧୦୧୬୯୩

*ଆସିକା* ବିଜେଡ଼ି ପ୍ରାର୍ଥୀ ବିଜୟୀ ପ୍ରମିଳା ବିଶୋଇ ୫୫୨୭୪୯, ନିକଟତର ପ୍ରତିନ୍ଦ୍ୱଦୀ ବିଜେପି ଅନୀତା ଶୁଭଦର୍ଶିନୀ ୩୪୮୦୪. ବିଜୟୀ ବ୍ୟବଧାନ ୨୦୪୭୦୭

*କଳାହାଣ୍ଡି* ବିଜେପି ପ୍ରାର୍ଥୀ ବିଜୟୀ ବସନ୍ତ କୁମାର ପଣ୍ଡା ୪୨୯୭୧୦, ନିକଟତର ପ୍ରତିନ୍ଦ୍ୱଦୀ ବିଜେଡ଼ି ପୁଷ୍ପେନ୍ଦ୍ର ସିଂହଦେଓ ୪୦୫୬୪. ବିଜୟୀ ବ୍ୟବଧାନ ୨୪୦୬୯

*ବଲାଙ୍ଗିର* ବିଜେପି ପ୍ରାର୍ଥୀ ବିଜୟୀ ସଙ୍ଗୀତା ସିଂଦେଓ ୪୯୬୫୨୦, ନିକଟତର ପ୍ରତିନ୍ଦ୍ୱଦୀ ବିଜେଡ଼ି କଳିକେଶ ସିଂହଦେଓ ୪୭୭୪୩. ବିଜୟୀ ବ୍ୟବଧାନ ୧୯୦୮୯

*କଟକ* ବିଜେଡ଼ି ପ୍ରାର୍ଥୀ ବିଜୟୀ ଭର୍ତ୍ତୃହରୀ ମହତାବ ୫୨୪୫୯୨, ନିକଟତର ପ୍ରତିନ୍ଦ୍ୱଦୀ ବିଜେପି ପ୍ରକାଶ ମିଶ୍ର ୪୦୩୩୯୧, ବିଜୟୀ ବ୍ୟବଧାନ ୧୨୧୨୦୧

*ଢ଼େଙ୍କାନାଳ* ବିଜେଡ଼ି ପ୍ରାର୍ଥୀ ବିଜୟୀ ମହେଶ ସାହୁ ୫୨୧୯୫୪, ନିକଟତର ପ୍ରତିନ୍ଦ୍ୱଦୀ ବିଜେପି ରୁଦ୍ର ନାରାୟଣ ପାଣି ୪୮୩୯୭. ବିଜୟୀ ବ୍ୟବଧାନ ୩୭୯୭୬

*ଜଗତସିଂହପୁର* ବିଜେଡ଼ି ପ୍ରାର୍ଥୀ ବିଜୟୀ ରାଜଶ୍ରୀ ମଲ୍ଲିକ ୬୧୮୭୫୭, ନିକଟତର ପ୍ରତିନ୍ଦ୍ୱଦୀ ବିଜେପି ବିଭୁପ୍ରସାଦ ତରାଇ ୩୪୭୭୪୮, ବିଜୟୀ ବ୍ୟବଧାନ ୨୭୧୦୦୯

*ସୁନ୍ଦରଗଡ଼* ବିଜେପି ପ୍ରାର୍ଥୀ ବିଜୟୀ ଜୁଏଲ ଓରାମ ୫୦୦୦୫୬, ନିକଟତର ପ୍ରତିନ୍ଦ୍ୱଦୀ ବିଜେଡ଼ି ସୁନୀତା ବିଶ୍ୱାଳ ୨୭୬୯୯୧, ବିଜୟୀ ବ୍ୟବଧାନ ୨୨୩୦୬୫

*ନବରଙ୍ଗପୁର* ବିଜେଡ଼ି ପ୍ରାର୍ଥୀ ବିଜୟୀ ରମେଶ ମାଝି ୩୧୯୨୩୪, ନିକଟତର ପ୍ରତିନ୍ଦ୍ୱଦୀ କଂଗ୍ରେସ ପ୍ରଦୀପ କୁମାର ମାଝି ୩୪୮୩୩୪, ବିଜୟୀ ବ୍ୟବଧାନ ୪୨୯୦୦

*ବରଗଡ଼* ବିଜେପି ପ୍ରାର୍ଥୀ ବିଜୟୀ ସୁରେଶ ପୂଜାରୀ ୫୮୧୨୪୫, ନିକଟତର ପ୍ରତିନ୍ଦ୍ୱଦୀ ବିଜେଡ଼ି ପ୍ରସନ୍ନ ଆଚାର୍ଯ୍ୟ ୫୧୭୩୦୬, ବିଜୟୀ ବ୍ୟବଧାନ ୬୩୯୩୯

*ଭୁବନେଶ୍ୱର* ବିଜେପି ପ୍ରାର୍ଥୀ ବିଜୟୀ ଅପରାଜିତା ଷଡ଼ଙ୍ଗୀ ୪୮୬୯୯୧, ନିକଟତର ପ୍ରତିନ୍ଦ୍ୱଦୀ ବିଜେଡ଼ି ଅରୁପ ପଟ୍ଟନାୟକ ୪୬୩୧୫୨, ବିଜୟୀ ବ୍ୟବଧାନ ୨୩୮୩୯

*ବ୍ରହ୍ମପୁର* ବିଜେଡ଼ି ପ୍ରାର୍ଥୀ ବିଜୟୀ ଚନ୍ଦ୍ରଶେଖର ସାହୁ ୪୪୩୭୭୦, ନିକଟତର ପ୍ରତିନ୍ଦ୍ୱଦୀ ବିଜେପି ଭୃଗୁ ବକ୍ସି ପାତ୍ର ୩୪୯୦୬୬, ବିଜୟୀ ବ୍ୟବଧାନ ୯୪୭୦୪

*ଭଦ୍ରକ* ବିଜେଡ଼ି ପ୍ରାର୍ଥୀ ବିଜୟୀ ମଞ୍ଜୁଲତା ମଣ୍ଡଳ ୫୦୬୦୮୦, ନିକଟତର ପ୍ରତିନ୍ଦ୍ୱଦୀ ବିଜେପି ଅଭିମନ୍ୟୁ ସେଠୀ ୪୭୮୬୮୩, ବିଜୟୀ ବ୍ୟବଧାନ ୨୭୩୯୭

*କୋରାପୁଟ* କଂଗ୍ରେସ ପ୍ରାର୍ଥୀ ବିଜୟୀ ସପ୍ତଗିରି ଉଲ୍ଲାକା ୩୭୧୧୨୯, ନିକଟତର ପ୍ରତିନ୍ଦ୍ୱଦୀ ବିଜେଡ଼ି କୌଶଲ୍ୟା ହିକ୍କା ୩୬୭୫୧. ବିଜୟୀ ବ୍ୟବଧାନ ୩୬୧୩

*ସମ୍ବଲପୁର* ବିଜେପି ପ୍ରାର୍ଥୀ ବିଜୟୀ ନୀତେଶ ଗଙ୍ଗଦେବ ୪୭୩୭୭୦, ନିକଟତର ପ୍ରତିନ୍ଦ୍ୱଦୀ ବିଜେଡ଼ି ନଳିନୀକାନ୍ତ ପ୍ରଧାନ ୪୬୪୬୦୮, ବିଜୟୀ ବ୍ୟବଧାନ ୯୧୬୨

*ବାଲେଶ୍ୱର* ବିଜେପି ପ୍ରାର୍ଥୀ ବିଜୟୀ ପ୍ରତାପ ଷଡ଼ଙ୍ଗୀ ୪୭୯୩୩୫, ନିକଟତର ପ୍ରତିନ୍ଦ୍ୱଦୀ ବିଜେଡ଼ି ରବିନ୍ଦ୍ର ଜେନା ୪୬୭୭୮୮, ବିଜୟୀ ବ୍ୟବଧାନ ୧୧୫୪୭

*ପୁରୀ* ବିଜେଡ଼ି ପ୍ରାର୍ଥୀ ବିଜୟୀ ପିନାକୀ ମିଶ୍ର ୫୩୮୩୨୧, ନିକଟତର ପ୍ରତିନ୍ଦ୍ୱଦୀ ବିଜେପି ସମ୍ବିଦ ପାତ୍ର ୫୨୬୬୦୭, ବିଜୟୀ ବ୍ୟବଧାନ ୧୧୭୧୪

loading...

Leave A Reply

Your email address will not be published.