Breaking

କ୍ରିତି ସାନନ୍ କରୋନା ପଜିଟିଭ୍

0

ଓଡ଼ିଶା ନ୍ୟୁଜ ଟୁଡେ ବ୍ୟୁରୋ:

ବଲିଉଡ୍ ଚଳଚ୍ଚିତ୍ର ତାରକା କ୍ରିତି ସାନନ୍ କରୋନା ପଜିଟିଭ ବୋଲି ଜଣା ପଡ଼ିଛି। ଫିଲ୍ମ ଫେୟାର ମାଗାଜିନ୍ ର ରିପୋର୍ଟ ଅନୁଯାୟୀ କ୍ରିତି ଏହି ଭାଇରସ ଦ୍ଵାରା ଆକ୍ରାନ୍ତ ବୋଲି ସୂଚନା ଦିଆଯାଇଛି। ତେବେ ଏ ନେଇ ସେ କୌଣସି ପ୍ରକାର ସ୍ପଷ୍ଟୀକରଣ ଦେଇନାହାନ୍ତି।
ସୂଚନା ଅନୁଯାୟୀ କ୍ରିତି ଏବେ ନିଜର ଆଗାମୀ ଫିଲ୍ମ ପାଇଁ ସୁଟିଂ ରେ ବ୍ୟସ୍ତ ଅଛନ୍ତି। ଏଥିରେ ତାଙ୍କ ବିପକ୍ଷରେ ନାୟକ ରାଜକୁମାର ରାଓ ହେବେ ବୋଲି ଜଣା ପଡ଼ିଛି।
ପୂର୍ବରୁ ଅମିତାଭ ବଚ୍ଚନ, ଅଭିଷେକ ବଚ୍ଚନ, ବରୁଣ ଧୱନ ଙ୍କ ପରି ଅଭିନେତା ମଧ୍ୟ କରୋନା ସଂକ୍ରମିତ ହୋଇଛନ୍ତି।

loading...

Leave A Reply

Your email address will not be published.