Breaking

କଳ୍ପନା ଛକଟୋକା ସଙ୍ଘ ପକ୍ଷରୁ ୭୫ ତମ ସ୍ବାଧୀନତା ଦିବସ ପାଳିତ

0

ଓଡିଶା ନ୍ୟୁଜ୍ ଟୁଡେ ବ୍ୟୁରୋ:

ରାଜଧାନୀ ଭୁବନେଶ୍ୱର ର ଜନାଦୃତ ସାମାଜିକ ସଂଗଠନ କଳ୍ପନା ଛକଟୋକା ସଙ୍ଘ ପକ୍ଷରୁ ସ୍ବାଧୀନତା ଦିବସ ପାଳିତ ହୋଇଯାଇଛି | ସଙ୍ଘ ପ୍ରତିଷ୍ଠାତା ବାପୁ ଓଝାଙ୍କ ସଭା ପରିଚାଳନା ରେ ମୁଖ୍ୟ ଅତିଥିଭାବେ ବରିଷ୍ଠ ସାମ୍ବାଦିକ ପ୍ରଦ୍ୟୁମ୍ନ ଶତପଥୀ ଯୋଗଦେଇ ଜାତୀୟ ପତାକା ଉତ୍ତୋଳନ କରିଥିଲେ ଓ ସଭାକୁ ସମ୍ବୋଧନ କରି ଆଜିର ଯୁବ ସମାଜକୁ ଦେଶ ମାତୃକା ପ୍ରତି ଥିବା ଦାଇତ୍ୱ ଓ କର୍ତ୍ତବ୍ୟ ଉପରେ ବକ୍ତବ୍ୟ ପ୍ରଦାନ କରିଥିଲେ | ଏହି କାର୍ଯ୍ୟକ୍ରମ ରେ ସମାଜସେବୀ ଧୀରେନ ରାଉତରାୟ , ଶିବ ଶଙ୍କର ଡାକୁଆ , ତନ୍ମୟ ସାମନ୍ତରାୟ , ରୋହିତ କୁମାର ନାୟକ , ଦୀପକ ବାରିକ , ସୁରେଶ ମାଝୀ , ଭୁବନାନନ୍ଦ ସାମନ୍ତ , ଯାତ୍ରା ଅଭିନେତା ସଂଜୟ ମାଝୀ , ରାଜ କୁମାର , ଲିଟୁ ଓଝା , ବସିଷ୍ଟ ଓଝା , ପ୍ରଜ୍ଞା ପ୍ରିୟଦର୍ଶିନୀ ରଥ , ସ୍ନିଗ୍ଧା ମହାନ୍ତି , ମଧୁସ୍ମିତା ଓଝା , ତପୁ ଓଝା ଓ ୟୁଥ ଗୃପ ଚାରିଟେବୁଲ ଟ୍ରଷ୍ଟର ସଭ୍ୟ ଜଣ ଯୋଗଦେଇଥିଲେ |

loading...

Leave A Reply

Your email address will not be published.