Breaking

ଦୁ୍ର୍ବ୍ୟବହାର ନେଇ ବଢୁଛି ଅସନ୍ତୋଷ। ପ୍ରତିବାଦ ଜଣାଇଲେ ସାମ୍ବାଦିକ।

0

ଓଡିଶା ନ୍ୟୁଜ୍ ଟୁଡେ ବ୍ୟୁରୋ:

ଆନ୍ଦୋଳନକୁ ଓହ୍ଲାଇଲା କଳିଙ୍ଗ ସାମ୍ବାଦିକ ସଙ୍ଘ । ଭୁବନେଶ୍ୱର ଲୋୟର ପିଏମଜିରେ ସମ୍ବାଦିକ ମାନେ ଧାରଣା ଦେବା ସହ କାର୍ଯ୍ୟରତ ସାମ୍ବାଦିକଙ୍କୁ ଦୁବ୍ୟବହାର କରିଥିବା କେନ୍ଦ୍ରପଡା ଏସପିଙ୍କ ଉପରେ ଆଇନଗତ କାର୍ଯ୍ୟାନୁଷ୍ଠାନ ପାଇଁ ସଙ୍ଘ ତରଫରୁ ଦାବି କରାଯିବା ସହ ଏନେଇ ଏକ ଦାବିପତ୍ର ରାଜ୍ୟ ପୋଲିସ୍ ମହାନିର୍ଦେଶକଙ୍କୁ ଦିଆଯାଇଛି।

loading...

Leave A Reply

Your email address will not be published.