Breaking

ଜାଗାମିସନ୍ ସର୍ଭେ :୧୧ ନଂ ୱାର୍ଡରେ ବୁଲିଲା ଡ୍ରୋନ୍

0

ବସ୍ତି ବାସିନ୍ଦାଙ୍କ ଭୂମି ଅଧିଗ୍ରହଣ ପ୍ରମାଣପତ୍ର ନିମନ୍ତେ ୧୧ ନମ୍ବର ୱାର୍ଡର ବିଭିନ୍ନ ବସ୍ତିରେ ଡ୍ରୋନ୍ ଦ୍ବାରା ସର୍ଭେ କାର୍ଯ୍ୟ କୁ ତ୍ବରାନ୍ବିତ କରାଯାଇଛି। ୧୧ ନଂ ୱାର୍ଡ ସ୍ଥିତ ମହାବୀର ଆଦର୍ଶ କଲୋନୀ, ଧିରିକୁଟି ଆଦର୍ଶ କଲୋନୀ, ଗୋଜବାୟାଣୀ ଆଦର୍ଶ କଲୋନୀ ରେ ଡ୍ରୋନ ମାଧ୍ୟମରେ ଜାଗା ଚିହ୍ନଟ କରାଯାଇଛି। କାର୍ଯ୍ୟକ୍ରମରେ ୧୧ନମ୍ବର ୱାର୍ଡ଼ର କର୍ପୋରେଟର ଶ୍ରୀମତି ପ୍ରଭାସିନି ମହାନ୍ତି,ବିଭିନ୍ନ ଆଦର୍ଶ କଲୋନୀର ବୟଜ୍ୟେଷ୍ଠ ବ୍ୟକ୍ତିଙ୍କ ସମେତ ଅନ୍ୟ ସଦସ୍ୟ ପ୍ରମୁଖ ଉପସ୍ଥିତ ଥିଲେ।

loading...

Leave A Reply

Your email address will not be published.