Breaking

ଯଦି ଆପଣଙ୍କ ସ୍ବପ୍ନରେ ଏହି ସବୁ ଜିନିଷ ଦେଖାଯାଏ ! ତେବେ ଆପଣ ମୃତ୍ୟୁ ଅତି ନିକଟରେ

0

ରାତିରେ ଯେତେବେଳେ ଆମେ ଖରାପ ସ୍ବପ୍ନ ଦେଖିଥାଉ ହଠାତ ଆମେ ଚିନ୍ତା ରେ ପଡିଯାଉ ।କିଛି ଲୋକଙ୍କୁ ଗୋଟିଏ ସ୍ବପ୍ନ ବାରମ୍ବାର ଆସିଥାଏ ।ଏହି ଲୋକ ମାନେ ବହୁତ ଚିନ୍ତାରେ ପଡ଼ିଥାନ୍ତି ।କିନ୍ତୁ କଣ ଆପଣମାନେ ଜାଣିଛନ୍ତିକି , ଏହି ସ୍ବପ୍ନ ଆମେ କାହିଁକି ଦେଖୁଛୁ ? ଏହି ସ୍ବପ୍ନ ର ଅର୍ଥ କଣ ? ଆମେ ଆପଣଙ୍କୁ ଜଣାଇ ଦେଉଛୁ ଯେ ଏହି ସ୍ଵପ୍ନ ଆମକୁ କିଛି ବାର୍ତ୍ତା ଦେଇଥାଏ ,ଯାହାକୁ ଆମେ ଅଣଦେଖା କରିବା ନାହିଁ ।

ତେବେ ଏଠାରେ ଆପଣ ମାନଙ୍କ ସ୍ୱପ୍ନର ସଂକେତ ବିଷୟରେ ଜଣାପଡିବ । ଯଦି ଆପଣ ସ୍ୱପ୍ନରେ ଏକ ଡ୍ରମ ଦେଖୁ ଛନ୍ତି , ତେବେ ଏହି ସ୍ୱପ୍ନକୁ ଅଶୁଭ ବୋଲି କୁହାଯାଏ।ବହୁତ ଲୋକ ସ୍ୱପ୍ନ ରେ ଖାଇବା ଦେଖନ୍ତି, ଏହା ମଧ୍ୟ ଅଶୁଭ ଅଟେ ।ଯଦି ଆପଣ ନିଜର ଦାଢ଼ି ଖିଅର ହେବାର ଦେକହୁଛନ୍ତି ତେବେ ଏହା ମଧ୍ୟ ଅଶୁଭ ଅଟେ ଏହି ସବୁ ସ୍ବପ୍ନ ମୃତ୍ୟୁର ସଙ୍କେତ ଦିଏ।

ଯଦି ଜଣେ ମହିଳା ନିଜ କୁ ଧଳଶାଢ଼ୀ ପିନ୍ଧି ବାଳ ଖୋଲା ରଖିବା ର ଦେଖେ ତେବେ,ଏହା ମଧ୍ୟ ଏକ ଅଶୁଭ ସଙ୍କେତ ଅଟେ ।ସ୍ବପ୍ନ ରେ ଯଦି ନିଜେ ବୁଲୁଥିବାର ଦେଖନ୍ତି ତେବେ ଏହା ମଧ୍ୟ ଅଶୁଭ ଅଟେ। ଯଦି ଆପଣ କିମ୍ବା ଆପଣଙ୍କ ଘର ର କୌଣସି ସଦସ୍ୟ ଯାତ୍ରା ଯିବାର ସ୍ବପ୍ନ ଦେଖୁଛନ୍ତି ତେବେ, ସେଦିନ ଯାତ୍ରା ନଯିବା ଉଚିତ । ଯଦି ଆପଣ ସ୍ବପ୍ନରେ ଏକ କାଉ ଦେଖୁଛନ୍ତି ,ତେବେ ଏହାକୁ ମଧ୍ୟ ଅଶୁଭ ମାନନ୍ତି ।

ସ୍ୱପ୍ନରେ କାଉ ଦେଖିବାକୁ ଏତେ ମାତ୍ରାରେ ଅଶୁଭ ମାନନ୍ତି ଯେ ,ଏହା ବିଷୟରେ କୁହନ୍ତି ଅପଣଙ୍କ ମୃତ୍ୟୁ ପାଖେଇ ଆସୁଛି। ଏବଂ ସ୍ୱପ୍ନରେ ତେଲର ବ୍ୟବହାର କରିବା ମଧ୍ୟ ଅଶୁଭ ଅଟେ । ଏକ ଗଧ ରୂପରେ ବସିବା ସ୍ୱପ୍ନ ଦେଖିବା ମଧ୍ୟ ଅଶୁଭ ଅଟେ ।ଭଗବାନ ଙ୍କର ଭଙ୍ଗା ମୂର୍ତ୍ତିକୁ ଦେଖିବା ମଧ୍ୟ ଅଶୁଭ ସଂକେତ ଅଟେ ।

You May Like Here:
            ⇓

loading...

Leave A Reply

Your email address will not be published.