Breaking

ସିଏସ୍‌ଆଇଆର-ଆଇଏମ୍‌ଏମ୍‌ଟିର ମହିଳାଙ୍କ ନିମନ୍ତେ ଦକ୍ଷତା ବିକାଶ କାର୍ଯ୍ୟକ୍ରମ

0

ଭୁବନେଶ୍ୱର:- ଆନ୍ତର୍ଜାତୀୟ ମହିଳା ଦିବସ ଅବସରରେ କଟକ ସ୍ଥିତ ମାହାଙ୍ଗାଠାରେ ମା ଭଗବତୀ ଏଫ୍‌ଟୁଏମ୍ କୃଷି ଉତ୍ପାଦନକରୀ ସଂସ୍ଥା ଦ୍ୱାରା ଏକ ଦକ୍ଷତା ବିକାଶ ତାଲିମ ଏବଂ ପ୍ରଦର୍ଶନ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି ।ଏହି କାର୍ଯ୍ୟକ୍ରମରେ ପ୍ରାୟ ୨୫ ଜଣ ମହିଳା ଅଂଶ ଗ୍ରହଣ କରିଥିଲେ । ଏଥିରେ ସିଏସ୍‌ଆଇଆର – ଆଇଏମ୍‌ଏମ୍‌ଟି, ଭୁବନେଶ୍ୱରର ଡ ଏନ୍ କେ ଧଳ, ଡ ସୋନି ପାଣ୍ଡେ ଏବଂ ତାଙ୍କ ସହକର୍ମୀମାନେ ନାଚୁରାଲ୍ ଡିଜେନ୍‌ଫକ୍ଟୋନ୍ଟ ସର୍ଫେସ କ୍ଲିନର ଉପରେ ଦକ୍ଷତା ବିକାଶର ତାଲିମ୍ ପ୍ରଦାନ କରାଯାଇଥିଲା ।

loading...

Leave A Reply

Your email address will not be published.