Breaking

ଆପଣ ଜାଣନ୍ତି କି ? ଏମାନେ ପ୍ରତି ମିନିଟ ରେ କେତେ ଟଙ୍କା କମାନ୍ତି

0

ଦୁନିଆର ଏନେକ ଧନୀ ଲୋକ ଅଛନ୍ତି ,ସେମାନଙ୍କ ଉପରେ ଲକ୍ଷ୍ମୀ ମା ଅଧିକ ପ୍ରସନ ଅଟନ୍ତି । କିନ୍ତୁ ଆପଣ ଜାଣିସାନ୍ତି କି କିଛି ଲୋକ କିଛି ମିନିଟ କିମ୍ବା ଗୋଟିଏ ଦିନରେ କେତେ ଟଙ୍କା କମେଇ ପାରନ୍ତି ,ସେପରି କିଛି ଧନୀ ଲୋକ ମଧ୍ୟ ଆମ ଭାରତରେ ଅଛନ୍ତି । ତେବେ ଚାଲନ୍ତୁ ଆଜି ଆମେ ଭାରତର କିଛି ଧନୀ ଲୋକ ମିନିଟ ରେ କେତେ ଟଙ୍କା କମାନ୍ତି ଦେଖିବା ଆଜି। ଆମେ ଆପଣଙ୍କୁ ଏମିତି କିଛି ଲୋକଙ୍କ ବିଷୟରେ କହିବୁ ଯିଏକି ହାଜର ହାଜର ଟଙ୍କା ମିନିଟ ରେ କମେଇ ପାରନ୍ତି ଓ ଏହା ଶୁଣି ଆପଣ ଟଙ୍କାମଧ୍ୟ ଆଶ୍ଚର୍ଯ୍ୟ ହେବେ ନିଶ୍ଚୟ ।

ମହେନ୍ଦ୍ର ସିଂ ଧୋନି – ଯେମିତି ଏବେ ଦେଶରେ IPL ର ସମୟ ଚାଲିଛି ଓ ଧୋନିଙ୍କ ପ୍ରଶଂସକ ମାନେ ତାଙ୍କ ଦଳ ଚେନାଇ କୁ ସପୋର୍ଟ କରୁଛନ୍ତି । ଧୋନି ଲୋକଙ୍କ ହୃଦୟରେ ଜାଗା କରିବା ସହିତ ବହୁତ ଟଙ୍କା ମଧ୍ୟ ଆୟ କରନ୍ତି । ଆପଣଙ୍କୁ କହି ରଖୁଛୁ ଧୋନି ପ୍ରତି ମିନିଟ ରେ 1213 ଟଙ୍କା କମେଇ ଥାନ୍ତି ।

ଅମୀର ଖାନ – ସେ ବର୍ଷକୁ ଗୋଟିଏ ଫିଲ୍ମ କରନ୍ତି ଓ ସବୁଠୁ ଅଧିକ ଆୟ କରିଥାନ୍ତି । ତାଙ୍କୁ ସେଥି ପାଇଁ ଅନେକ ପ୍ରଶଂସା କରନ୍ତି ମଧ୍ୟ ଅମୀର ଖାଁଙ୍କ ପ୍ରତି ମିନିଟ ରେ ଆୟ ୧୩୦୮ ଟଙ୍କା ।

ସଚିନ ତେନ୍ଦୁଲକର – ଭାରତୀୟ ଦଳର ସବୁଠୁ ଅଧିକ ପ୍ରିୟ ଖେଳାଳି ଅଟନ୍ତି ତେନ୍ଦୁଲକର ଓ ତାଙ୍କୁ କ୍ରିକେଟର ଭଗବାନ ବୋଲି ମଧ୍ୟ କୁହାଯାଏ । ସେ ମିନିଟ କୁ ୧୫୬୯ ଟଙ୍କା କମାନ୍ତି ।

ଅକ୍ଷୟ କୁମାର – ତାଙ୍କୁ ଆମେ ବଲିଉଡର ଖିଲାଡୀ ଭାବରେ ଜାଣିଛେ ମଧ୍ୟ ,ତାଙ୍କର ପ୍ରାୟ ସବୁ ଫିଲ୍ମ ଭଲ ବ୍ୟବସାୟ କରେ ଆପଣଙ୍କୁ କହିରଖୁଛୁ ଟଙ୍କା ପ୍ରତି ମିନିଟ ର ଆୟ ୧୮୬୯ ଟଙ୍କା ।

ବିରାଟ କୋହଲି – ଭାରତୀୟ ଦଳର ଅଧିନାୟକ ଅଟନ୍ତି ବିରାଟ । ତାଙ୍କର ଅନେକ ପ୍ରଶଂସକ ମଧ୍ୟ ଅଛନ୍ତି ,ଆୟ ତୁଳନାରେ ସେ ସବୁ କ୍ରିକେଟରଙ୍କୁ ପଛରେ ପକେଇଦେଇଛନ୍ତି ଟଙ୍କା ପ୍ରତି ମିନିଟ ର ଆୟ ୧୯୧୬ଟଙ୍କା ଅଟେ ।

ଶାହରୁଖ ଖାନ – ବଲିଉଡ ର ରାଜା କୁହାଯାଉଥିବା ଶାହରୁଖ ଆଜି ୫୨ ବର୍ଷ ର ହେଲେ ମଧ୍ୟ ୩୨ ବର୍ଷ । ତାଙ୍କର ପ୍ରତି ମିନିଟ ର ଆୟ ୩୨୪୩ ଟଙ୍କା ଅଟେ ।

ସଲମାନ ଖାନ – ଭାଇଜାନ ମାନେ ସଲମାନ ଙ୍କ ନିଜର ଅଲଗା ସ୍ଵଭାଵ ପାଇଁ ବେଶ ପରିଚିତ । ତାଙ୍କସବୁ ଫିଲ୍ମରେ କିଛି ଅଲଗା ହେଇଥାଏ । ଲୋକ ମନାକର ସେ ଅତି ପ୍ରିୟ ହିରୋ ଅଟନ୍ତି । ତାଙ୍କ ପ୍ରତି ମିନିଟ ର ଆୟ ୪୪୨୯ ଟଙ୍କା

ମୁକେଶ ଅମ୍ବାନୀ – ମୁକେଶ ଅମ୍ବାନୀ ଯିଏକି ଆମ ଦେଶର ସବୁଠୁ ଅଧିକ ଧନୀ ବ୍ୟକ୍ତି । ଟଙ୍କା ବ୍ୟବସାୟ କେବଳ ଭାରତ ନୁହଁ ସାରା ବିଶ୍ୱରେ ପରିଚିତ । ଆପଣଙ୍କୁ କହି ରଖୁଛୁ ମୁକେଶ ଅମ୍ବାନୀ ଙ୍କ ଆୟ ପ୍ରତି ମିନିଟ ରେ ୨.୩ଲକ୍ଷ ଟଙ୍କା ଅଟେ ।

loading...

Leave A Reply

Your email address will not be published.