Breaking

ଦୋସ୍ତି ଫାଉଣ୍ଡେସନ୍‍ ପକ୍ଷରୁ ବୃଦ୍ଧା ଆଶ୍ରମରେ ବୃକ୍ଷ ରୋପଣ ସହ ଲୁଗା ବଣ୍ଟନ

0

ଓଡିଶା ନ୍ୟୁଜ୍ ଟୁଡେ ବ୍ୟୁରୋ:

୪ତମ ଜନ୍ମବାର୍ଷିକ ଉତ୍ସବରେ ଦୋସ୍ତି ଫାଉଣ୍ଡେସନ୍‍ପକ୍ଷରୁ ସୁନ୍ଦରପଦା ନିକଟ ପିପୁଲ ଫାଉଣ୍ଡେସନର ବୃଦ୍ଧା ଆଶ୍ରମରେ ବୃକ୍ଷ ରୋପଣ ସହ ବୃଦ୍ଧା ମାନଙ୍କ ଲୁଗା ଓ ଖାଦ୍ୟ ବଣ୍ଟନ କରାଯାଇଅଛି । ଏହି ଦୋସ୍ତି ଫାଉଣ୍ଡେସନର କର୍ମଚାରୀମାନେ ବିଭିନ୍ନ ସମାଜୀକ କାମ କରିବା ସହ ଆଗକୁ ମଧ୍ୟ ବହୁ ସମାଜୀକ କାର୍ଯ୍ୟ କରିବାକୁ ସ୍ଥିର କରିଛନ୍ତି ।ଏହି ଉତ୍ସବରେ ମୁଖ୍ୟ ଅତିଥିଭାବେ ଜୋନ୍‍-୨ ଏସିପି ବିଷ୍ଟୁ ପ୍ରସାଦ ପାତ୍ର ଅତିଥିଭାବେନ୍ୟୁଜ୍‍-୭
ର କମେଡ଼ି ଆଙ୍କର ରଞ୍ଜନ ଓଝା (ମାଗାନା ଓଳିକି), ଯୁବ ସାମ୍ବାଦିକ ଜିତେନ୍ଦ୍ର ସାହୁଙ୍କସମେତ ବହୁ ବରିଷ୍ଠ ନାଗରିକ ଓ ସ୍ଥାନୀୟ ଅଞ୍ଚଳର ଲୋକେ ଓ ଦୋସ୍ତି ଫାଉଣ୍ଡେସନର ଅୟୋଜକ,ଦିଲିପ୍‍ କୁମାର ସ୍ୱାଇଁ, ମଧୂସ୍ମିତା ଆଚାର୍ଯ୍ୟ, ନୁସିଂହ ପଣ୍ଡା, ଗ୍ୟାନରଞ୍ଜନ ପ୍ରଧାନ, ଭାରତ ଭୂଷଣ ମହାନ୍ତି, ମୁନୁ ପାତ୍ର, ଯ୍ୟୋତି ପ୍ରିୟମ୍ବଦା, ସୁଭେନ୍ଦୁ ସେଖର, ଲଲିତ କୁମାର ପଟେଲ,ଅରୁଣ ପଟେଲ, ନନ୍ଦ କିଶୋର ପଟେଲ, କିଶୋର ବିଶ୍ୱାଳ, ଭାରତ ଭୂଷଣ,ପୁଷ୍ପଲତା ନାୟକ,ଯ୍ୟୋତି ପ୍ରତିହାରି, ସୁହାସିନି ଗୁଡ଼ି, ନିବେଦିତା ମହାପାତ୍ର, ସୁଶାନ୍ତ ମହାନ୍ତି, ଶରିତା ପଟ୍ଟନାୟକ, ସୁଲୋଚନା ମହାନ୍ତି, ଅମିଦା ପରିଡ଼ା, ଅତିଥି ମାନଷ ରଞ୍ଜନ ପଣ୍ଡା ଓ ଅରୁଣ କୁମାର ବେହେରା ଯୋଗ ଦେଇ ସମ୍ନାନର ସହ ଉତ୍ସବକୁ ସମାପ୍ତ କରିଥିଲେ ।

loading...

Leave A Reply

Your email address will not be published.