Breaking

ଭୁବନେଶ୍ୱର ରିଟେଲ ମେଡ଼ିସିନ୍ ଫୋରମ ତରଫରୁ ବୀରଜବାନଙ୍କ ପାଇଁ ଦୀପଦାନ….

0

ଭୁବନେଶ୍ୱର : ପୁଲୱାମାରେ ସହିଦ ହୋଇଥିବା ବୀର ଯବାନଙ୍କ ଅମର ଆତ୍ମାର ସଦ୍ଗତି ନିମନ୍ତେ ଭୁବନେଶ୍ୱର ରିଟେଲର ମେଡ଼ିସିନ ଫୋରମ ତରଫରୁ ଏକ କ୍ୟାଣ୍ଡେଲ ଶୋଭାଯାତ୍ରାର ଆୟୋଜନ କରାଯାଇଥିଲା।ଏହି ଶୋଭାଯାତ୍ରାରେ ଫୋରମ୍ର ସଂପାଦକ ଶ୍ରୀ ବିଶ୍ୱ ରଞ୍ଜନ ସାହୁ, ସଭାପତି ପ୍ରଗତି ସହାନ୍ତି, ଉପଦେଷ୍ଟା ଜ୍ଞାନ ରଞ୍ଜନ ମହାନ୍ତି, ଆବାହକ ମଧୁରାମ ଓ ବରିଷ୍ଠ ସଭ୍ୟ କେଦାର ସେନାପତି ପ୍ରମୁଖ ଯୋଗଦାନ କରି ସହିଦ୍ ଜବାନଙ୍କର ଆତ୍ମାର ସଦ୍ଗତି କାମନା କରିଥିଲେ । ଏହାସହ ବୀର ଜବାନ୍ଙ୍କ ବଳିଦାନ ଯେପରି ବ୍ୟର୍ଥ ନଯାଏ ଓ ଆତଙ୍କବାଦ ବିରୋଧରେ କଡା ପଦକ୍ଷେପ ନେବାପାଇଁ ସରକାରଙ୍କୁ ଆହ୍ୱାନ ଦେଇଥିଲେ ।

loading...

Leave A Reply

Your email address will not be published.