Breaking

ସମ୍ମାନିତ ହେଲେ ସ୍ବେଛ୍ଛାସେବୀ

0

ଓଡିଶା ନ୍ୟୁଜ୍ ଟୁଡେ ବ୍ୟୁରୋ:

ଭିଏସସନଗରସ୍ଥିତ ମା’ ତାରିଣୀ ମନ୍ଦିର ପରିସରରେ ଯୁବ ନେତା ଡଃ ପ୍ରକାଶ ତ୍ରିପାଠୀଙ୍କ ନେତୃତ୍ୱରେ ୱାର୍ଡ଼ ନମ୍ବର ୧୧ ଓ ୧୭ ରେ କୋବିଡ୍-୧୯ ସମୟରେ କାମକରୁଥିବା ସମସ୍ତ ୨୦ ଜଣ ସ୍ବେଛ୍ଛାସେବି ଓ ସ୍ୱଚ୍ଛସାଥୀମାନଙ୍କୁ ଟିମ୍ #ପ୍ରକାଶ_ତ୍ରିପାଠୀ ଓ #ଜୟ_ମା ୟୁଥ୍_କ୍ଲବ୍ ତରଫରୁ ମାନପତ୍ର , ଉପଢୌକନ ଦେଇ ସମ୍ମାନିତ କରାଯାଇଛି ଓ ବରିଷ୍ଠ ନାଗରିକ ଇ୦ ଶିବ ପ୍ରସାଦ ମିଶ୍ର ୭୫ ବର୍ଷ ବୟସରେ ଘରୁ ଆସି କରୋନା ସଚେତନତା ବାର୍ତ୍ତା ବାଣ୍ଟୁ ଥିବାରୁ ତାଙ୍କୁ ମଧ୍ୟ ସମ୍ମାନିତ କରାଗଲା। ଏହି କାର୍ଯ୍ୟକ୍ରମକୁ ସୌମ୍ୟରଞ୍ଜନ ପ୍ରଧାନ, ଦୀପକ ନାୟକ , ନଳିନୀ କୁମାର ବେହେରା, ସର୍ବଜିତ୍ ସାହୁ, ସରୋଜ ରାଉତ, ସନ୍ତୋଷ କୁମାର ସାହୁ,କୁନୁ, ବିନୋଦ ସାହୁ , ସୁଶାନ୍ତ ମୁଦୁଲି , ଦୀପକ କୁମାର, ଚନ୍ଦନ କୁମାର ବେହେରା, ଅନନ୍ତ ରେଡ୍ଡୀ, ମହିଳା ବିଜେଡି ନେତ୍ରୀ ମନୋରମା ସିଂ ପାତ୍ର ଇସା ମହାନ୍ତି ସୁଚିତ୍ରା ବେହେରା ପୁଷ୍ପଲତା ରାଉଳ ଦ୍ରୌପଦୀ ଦେବୀ ସ୍ନେହଲତା ମୁଦୁଲି, ମମତା ଦଳେଇ, ସଞ୍ଜୁଲା ପଟ୍ଟନାକଙ୍କ ପ୍ରମୁଖ ପରିଚାଳନା କରିଥିଲେ।

loading...

Leave A Reply

Your email address will not be published.