Breaking

ବଢୁଛି ଆକ୍ରାନ୍ତଙ୍କ ସଂଖ୍ୟା:ଚିନ୍ତାରେ ରାଜ୍ୟ ସରକାର

0

ଓଡିଶା ନ୍ୟୁଜ୍ ଟୁଡେ ବ୍ୟୁରୋ:

ରାଜ୍ୟରେ ଗତକାଲି ଚିହ୍ନଟ ହେଲେ ଆଉ ଜଣେ କରୋନା ଆକ୍ରାନ୍ତ । ଚିହ୍ନଟ ରୋଗୀ ଜଣଙ୍କ ଯାଜପୁର ଅଞ୍ଚଳର ୩୮ ବର୍ଷିୟ ହୋଇଥିବାବେଳେ ସେ ପଶ୍ଚିମବଙ୍ଗ ଫେରନ୍ତା । ଏହକୁ ମିଶାଇ ରାଜ୍ୟର ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୮୩ରେ ପହଞ୍ଚିଛି । ଏ ନେଇ ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ଟ୍ୱିଟ୍ ଯୋଗେ ସୂଚନା ଦିଆଯାଇଛି । ତେବେ ଅନ୍ୟପରେ ରାଜଧାନୀରୁ ଉଠିଛି କଣ୍ଟେଣ୍ଟମେଣ୍ଟ ଜୋନ କଟକଣା ଯାହା ସାମୟିକ ଆସ୍ବସ୍ତି ଦେଇଛି।

loading...

Leave A Reply

Your email address will not be published.