Breaking

କରୋନା ସହ ଲଢୁଛି ଓଡିଶା

ସଚେତନ କଲେ ସମାଜସେବୀ

0

ଓଡିଶା ନ୍ୟୁଜ୍ ଟୁଡେ ବ୍ୟୁରୋ:

ବିଶ୍ବ ସାମ୍ପ୍ରତିକ ସ୍ଥିତିରେ ସ୍ବାସ୍ଥ୍ୟ ସଙ୍କଟ ଦେଇ ଗତି କରୁଥିବା ବେଳେ ଉଭୟ ରାଜ୍ୟ ଓ କେନ୍ଦ୍ର କରୋନା ମୁକାବିଲା ପାଈ ଲାଗିପଡିଛନ୍ତି।ସରକାରଙ୍କ ସହ ସାମାଜିକ ସ୍ତରରେ ସଚେତନତା ସୃଷ୍ଟି କରିବାକୁ ଚାଲିଛି ଆପ୍ରାଣ ଉଦ୍ୟମ।ଆଜି VSS ନଗର ତ୍ରିନାଥ ବସ୍ତିରେ ସମାଜ ସେବୀ ପୁରଞ୍ଜନ ପାଢୀ, ମାତୃଶକ୍ତି ଫୋୖଣ୍ଡେସନ ସମ୍ପାଦିକା ପ୍ରଭାସିନୀ ମହାନ୍ତିଙ୍କ ନେତୃତ୍ବରେ କୋରନା ଭୁତାଣୁରୁ ଦୁରେଇ ହେବା ପାଇଁ କଣ କଣ ପଦକ୍ଷେପ ଆବଶ୍ୟକ ବୁଝାଇବା ଷହ ସଚେତନତା କାର୍ଯ୍ୟକ୍ରମ ମାନ ହାତକୁ ନେଇଛନ୍ତି। ସମସ୍ତ ଲୋକଙ୍କ ଘର ଘର ବୁଲି ଡେଟଲ ସାବୁନ, ସାନିଟେସନ ପେପେର,ମାସ୍କ, ବିସ୍କୁଟ ବଣ୍ଟନ କରିଥିଲେ। ଏହ ଅବସରରେ ହୃଦାନନ୍ଦ ବିଶ୍ୱାଳ, ସୁକାନ୍ତି ବେହେରା, ସୁନିତା, ସୋନୀ ସବିତା, ଗୋଲାପ, ଚନ୍ଦନ, ଦିପକ , ପ୍ରମୁଖ ସହଯୋଗ କରିଥିଲେ। ଆଗାମୀ ଦିନ ମାନଙ୍କରେ ସଚେତନତା ପରି ଅନେକ କାର୍ଯ୍ୟକ୍ରମ ମାନ ହାତକୁ ନିଆଯିବ ବୋଲି ସମାଜସେବୀ ଶ୍ରୀ ପୁରଞନ ପାଢୀ ମତ ପ୍ରକାଶ କରିଥିଲେ।

loading...

Leave A Reply

Your email address will not be published.