Breaking
Bajaj Finserv Asset Management Limited launches its Banking and Financial Services Fund to tap into India’s evolving financial growth storyKinetic Green Tonino Lamborghini Appoints Electrify Maldives as the Official Distributor for Maldives, Unveils the electric luxury golf & lifestyle carts at TechEng 2025, the Maldives’ premier exhibitionଡ଼ ନାରାୟଣ ମହାପାତ୍ରଙ୍କୁ ସମ୍ମାନ ସୂଚକ ଗ୍ଲୋବାଲ ପିସ ହ୍ୟୁମାନ ରାଇଟସ ଆୱାର୍ଡସମସ୍ତେ ଏକାଠି ମିଶି ଇସ୍କନ ବିରୋଧରେ ସ୍ୱର ଉତ୍ତୋଳନ କରିବା ନିହାତି ଆବଶ୍ୟକThis World Heart Day: How Personalized Medicine is Shaping the Future of Bad Cholesterol Treatment
Browsing Category
ରାଜ୍ୟ
ଆଗାମୀ ୪୮ ଘଣ୍ଟା ମଧ୍ୟରେ ପ୍ରବଳ ବର୍ଷା, ୬୫ କିମି ବେଗରେ ପବନ ବହିବାର ସମ୍ଭାବନା
ଭୁବନେଶ୍ୱର: ଉତ୍ତର ଓଡ଼ିଶାର ଉତ୍ତର ପଶ୍ଚିମ ବଙ୍ଗୋପସାଗର ଉପକୂଳ-ପଶ୍ଚିମବଙ୍ଗ ଉପକୂଳରେ ହୋଇଥିବା ଅବପାତ ପ୍ରଭାବରେ ଆଗାମୀ ୪୮ ଘଣ୍ଟା ମଧ୍ୟରେ ରାଜ୍ୟର କିଛି ସ୍ଥାନରେ ପ୍ରବଳ ବର୍ଷା ହେବାର ପୂର୍ବାନୁମାନ କରାଯାଇଛି। ଭାରତୀୟ ପାଣିପାଗ ବିଭାଗର ରିପୋର୍ଟ ଅନୁସାରେ ଆଜି ସକାଳ ୮ଟା ୩୦ ସୁଦ୍ଧା…
Read More...
Read More...
SAWAN SANDHYA 2019
SAWANSANDHYA2019
an enthralling and engrossing music and poetry fete was organised on 3rd Aug(Saturday)2019 at Bharatiya Vidya Bhawan auditorium, unit iii, Bhubaneswar by the Sangini group. The group comprising of Sujata Pattanaik,…
Read More...
Read More...
ନିର୍ମଳାକୃତି ବିକାଶ ଟ୍ରଷ୍ଟର ଦ୍ୱାଦଶ ତମ ପ୍ରତିଷ୍ଠା ଉତ୍ସବ ପାଳିତ
ଭୁବନେଶ୍ୱର : ମାନସିକ ଶାନ୍ତି ପାଇବାର ସରଳ ଓ ସୁଗମ ମାର୍ଗ ହେଉଛି ନିସ୍ୱାର୍ଥ ସେବାରେ ବ୍ରତୀ ହେବା । ଅନ୍ୟକୁ ଧନ, ମାନ ଦ୍ୱାରା ଯେତିକି ସନ୍ତୁଷ୍ଟ କରି ନହୁଏ ସେତିକି ସନ୍ତୁଷ୍ଟ କେବଳ ଅନାବିଳ ସେବା ଦ୍ୱାରା ସମ୍ଭବ ହୋଇଥାଏ । ସେବା ଏପରି ଏକ କର୍ମ ଯାହା ଅନ୍ୟମାନଙ୍କୁ ସୁଖ ପ୍ରଦାନ କରିବା…
Read More...
Read More...
ଲଘୁଚାପ ଓ ପ୍ରବଳ ବର୍ଷା ସମ୍ଭାବନା: ମତ୍ସ୍ୟଜୀବୀଙ୍କୁ ସମୁଦ୍ର ଯିବା ମନା
ଭୁବନେଶ୍ୱର, ୨।୮(ବ୍ୟୁରୋ): ଉତ୍ତରପୂର୍ବ ବଙ୍ଗୋପସାଗର ଓ ଏହାର ଆଖପାଖ ଅଞ୍ଚଳରେ ଏକ ଲଘୁଚାପ ସୃଷ୍ଟି ହୋଇଛି। ଏହାର ପ୍ରଭାବରେ ସମଗ୍ର ରାଜ୍ୟରେ ପ୍ରବଳ ବର୍ଷା ହେବ ବୋଲି ପୂର୍ବାନୁମାନ କରାଯାଇଛି। ବିଶେଷକରି ଉପକୂଳ ଓ ଉତ୍ତର ଓଡ଼ିଶାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି।…
Read More...
Read More...
ଆଉ ଜଣେ ଖଣି ମାଫିଆ ଗିରଫ
ଭୁବନେଶ୍ବର : ଆଜି କ୍ରାଇମ ବ୍ରାଞ୍ଚର ଏଟିଏଫ ଆଉ ଜଣେ ଖଣି ମାଫିଆକୁ ଗିରଫ କରିଛି। ତା ନାଁ କାଳୁ ଓରଫ ପ୍ରଦୀପ ବେହେରା। ଘର ଖୋର୍ଧା ସଦର ଥାନା ଅଧୀନ କଳିକାସାହିରେ। ଆଜି ଏସଟିଏଫ ଖୋର୍ଧା କୋର୍ଟକୁ ଚାଲାଣ କରିଛି। ଏସଟିଏଫ ଏସ୍ପି ରାହୁଲ ପିଆରଙ୍କଠାରୁ ମିଳିଥିବା ସୂଚନା ମୁତାବକ, କାଳୁ…
Read More...
Read More...
ରାଜଧାନୀରେ ଡବଲ ଏନ୍କାଉଣ୍ଟର : ଦୁଇ ଦୁର୍ଦ୍ଦାନ୍ତ ଅପରାଧି ଆହତ
ଭୁବନେଶ୍ୱର : ଦିନକୁ ଦିନ ରାଜଧାନୀ ଭୁବନେଶ୍ୱରରେ ଅପରାଧିକ ଘଟଣା ବଢିବାରେ ଲାଗିଛି। ଏହା ରାଜଧାନୀବାସୀଙ୍କ ମନରେ ଭୟର ବାତାବରଣ ସୃଷ୍ଟି କରିଥିବା ବେଳେ ଗତକାଲି ବିଳମ୍ବିତ ରାତିରେ ରାଜଧାନୀରେ ଘଟିଛି ଡବଲ ଏନ୍କାଉଣ୍ଟର। ଏହି ଏନ୍କାଉଣ୍ଟରେ ଦୁଇ ଦୁର୍ଦ୍ଦାନ୍ତ ଅପରାଧି ଆହତ ହୋଇଛନ୍ତି। ଆହତ…
Read More...
Read More...
ରାଜ୍ୟକୁ କମିଲା କିରୋସିନ କୋଟା: ଅଗଷ୍ଟରୁ ମିଳିବ ୨ ଲିଟର
ଭୁବନେଶ୍ୱର,୩୧।୭(ବ୍ୟୁରୋ): ରାଜ୍ୟର ୪ଟି ଜିଲା କଟକ, ଖୋର୍ଦ୍ଧା, ସମ୍ବଲପୁର ଓ ସୁନ୍ଦରଗଡ଼କୁ ଅଣ-ସବ୍ସିଡି କିରୋସିନ ଯୋଗାଇ ଦିଆଯାଉଛି। ଅନ୍ୟ ଜିଲାଗୁଡ଼ିକରେ କେତେ ଅଣ-ସବ୍ସିଡି କିରୋସିନ ଦରକାର ସେନେଇ ଏକ ତାଲିକା ଦେବା ଲାଗି ଜିଲାପାଳମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି। କେନ୍ଦ୍ର ସରକାର…
Read More...
Read More...
ରାଜଧାନୀରେ ଲୁଟେରାରାଜ୍, ଦମ୍ପତିଙ୍କଠାରୁ ସାଢ଼େ ୩ଲକ୍ଷ ଟଙ୍କାର ଗହଣା ଲୁଟ୍
ପୁରୀ ବାଇପାସ୍ର ନିଛାଟିଆ ରାସ୍ତା ଏବେ ଲୁଟେରାଙ୍କ ଭୂ-ସ୍ବର୍ଗ ପାଲଟିଛି। ଆଜି ଏହି ରାସ୍ତାରେ ଥିବା ଏକ ପୁରୁଣା ଗାଡ଼ି ସୋ’ ରୁମ୍ (ମହିମା ମୋଟର୍ସ)ର ମାଲିକ ତଥା ବିଲଡର୍ଙ୍କୁ ଗୁଳିମାଡ଼ କରି ଦୁର୍ବୃତ୍ତମାନେ ୪ଲକ୍ଷ ଟଙ୍କା ଲୁଟି ନେଇଛନ୍ତି। ଗୁଳିମାଡ଼ର ଶିକାର ହୋଇଥିବା…
Read More...
Read More...
ଖୋଲା ଆକାଶ ତଳର ମଲ୍, ସବୁ ବର୍ଗର ଗ୍ରାହକ ସନ୍ତୁଷ୍ଟ
ମଲ୍ ସଂସ୍କୃତି କାହା ପାଇଁ ନୂଆ ନୁହେଁ। କିନ୍ତୁ ଖୋଲା ଆକାଶ ତଳେ ମଲ୍…! ଶୁଣିଲେ ଆଶ୍ଚର୍ଯ୍ୟ ଲାଗୁଥିବ ନିଶ୍ଚୟ। ପାରମ୍ପରିକ ଷ୍ଟାଇଲ୍ରେ ବିଭିନ୍ନ ଆଉଟ୍ଲେଟ୍ ସହ ମଜାଣିଆ ପରିବେଶରେ ଭାଇଚାରା ଭିତରେ ସପିଂ କରିବାର ସୁଯୋଗ ଦେଉଥିବା ମଲ୍କୁ ଯିବାକୁ ସମସ୍ତେ ଚାହିଁବେ ନିଶ୍ଚିୟ।…
Read More...
Read More...
ଭୁବନେଶ୍ବର ଆଇଆଇଟିରେ ୨ ବର୍ଷରେ ୫୮ ପଢ଼ା ଛାଡ଼ିଛନ୍ତି
ନୂଆଦିଲ୍ଲୀ: ଭୁବନେଶ୍ବର ଆଇଆଇଟିରେ ଗତ ଦୁଇ ବର୍ଷରେ ସମୁଦାୟ ୫୮ ଜଣ ଛାତ୍ରଛାତ୍ରୀ ସେମାନଙ୍କର ପାଠପଢ଼ା ଅଧାରୁ ଛାଡ଼ି ଦେଇଛନ୍ତି। ଏଥିରୁ ସାଧାରଣ ବର୍ଗର ୩୯ ଜଣ ଓ ଆରକ୍ଷଣ ବର୍ଗରୁ ୧୯ ଜଣ ଛାତ୍ରଛାତ୍ରୀ ସାମିଲ ଅଛନ୍ତି। କେନ୍ଦ୍ର ମାବନ ସମ୍ବଳ ମନ୍ତ୍ରାଳୟର ଜଣେ ବରିଷ୍ଠ ଅଧିକାରୀଙ୍କ କହିବା…
Read More...
Read More...