Breaking
Browsing Category

ରାଜ୍ୟ

ବଢିଲା ମହଙ୍ଗା ଭତ୍ତା

ଓଡିଶା ନ୍ୟୁଜ୍ ଟୁଡେ ବ୍ୟୁରୋ: ରାଜ୍ୟ ସରକାର ଶେଷରେ ତାଙ୍କ କର୍ମଚାରୀମାନଙ୍କୁ ବର୍ଦ୍ଧିତ ୫ ପ୍ରତିଶତ ମହଙ୍ଗା ଭତ୍ତା ୨୦୧୯ ଜୁଲାଇ ପହିଲାରୁ ଦେବା ପାଇଁ ରାଜି ହୋଇଛନ୍ତି। ଏ ନେଇ ଅର୍ଥ ବିଭାଗ ପକ୍ଷରୁ ନିର୍ଦ୍ଦେଶନାମା ଜାରି ହୋଇଛି। ଗତ ଫେବ୍ରୁଆରି ମାସରେ ସରକାର କର୍ମଚାରୀ ଓ…
Read More...

କରୋନା ସହ ଲଢୁଛି ଓଡିଶା

ଓଡିଶା ନ୍ୟୁଜ୍ ଟୁଡେ ବ୍ୟୁରୋ: ବିଶ୍ବ ସାମ୍ପ୍ରତିକ ସ୍ଥିତିରେ ସ୍ବାସ୍ଥ୍ୟ ସଙ୍କଟ ଦେଇ ଗତି କରୁଥିବା ବେଳେ ଉଭୟ ରାଜ୍ୟ ଓ କେନ୍ଦ୍ର କରୋନା ମୁକାବିଲା ପାଈ ଲାଗିପଡିଛନ୍ତି।ସରକାରଙ୍କ ସହ ସାମାଜିକ ସ୍ତରରେ ସଚେତନତା ସୃଷ୍ଟି କରିବାକୁ ଚାଲିଛି ଆପ୍ରାଣ ଉଦ୍ୟମ।ଆଜି VSS ନଗର ତ୍ରିନାଥ…
Read More...

ସମସ୍ତ ଅମ୍ବୁଲାନସ୍ ପାଈ ଗୋଟିଏ ନଂ

ଓଡିଶା ନ୍ୟୁଜ୍ ଟୁଡେ ବ୍ୟୁରୋ: ରାଜ୍ୟରେ ଏବେ ବିଭିନ୍ନ ସରକାରୀ ଯୋଜନାରେ ଆମ୍ବୁଲାନ୍ସ ଚାଲୁଛି। ବିଭିନ୍ନ ଘରୋଇ ହସ୍ପିଟାଲ, ଟ୍ରଷ୍ଟ ଓ ଘରୋଇ ସଂସ୍ଥା ପକ୍ଷରୁ ବି। ଏହିପରି ରାଜ୍ୟରେ ମୋଟ ଆମ୍ବୁଲାନ୍ସ ସଂଖ୍ୟା ୨୦୮୯। ଅର୍ଥାତ୍ ଯେତେ ଯୋଜନା, ଯେତେ ସଂସ୍ଥା ସେତେ ନମ୍ବର। ଲୋକ…
Read More...

ନବୀନଙ୍କ ମାଷ୍ଟରଷ୍ଟୋକ୍

ଓଡିଶା ନ୍ୟୁଜ୍ ଟୁଡେ ବ୍ୟୁରୋ: ଘୋଷଣା ହେଲା ରାଜ୍ୟସଭା ପ୍ରାର୍ଥୀଙ୍କ ନାଁ । ରାଜ୍ୟସଭା ପ୍ରାର୍ଥୀ ନେଇ ବିଜେଡି ସୁପ୍ରିମୋଙ୍କ ଘୋଷଣା । ବିଜେଡିର ସୁଜିତ କୁମାର, ମମତା ମହନ୍ତ, ସୁବାସ ସିଂ ଏବଂ ମୁନ୍ନା ଖାଁଙ୍କ ନାଁରେ ମୋହର ମାରିଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ତେବେ…
Read More...

ଦି ଇଣ୍ଟରଭ୍ୟୁ ଟାଇମ୍ସ ପକ୍ଷରୁ ରାଜ୍ୟ ବାଣିଜ୍ୟ ନେତୃତ୍ୱ ସମ୍ମାନ ୨୦୨୦

ଓଡିଶା ନ୍ୟୁଜ୍ ଟୁଡେ ବ୍ୟୁରୋ: ଓଡ଼ିଶାର ଶିଳ୍ପ କ୍ଷେତ୍ରରେ ପ୍ରତିଷ୍ଠା ଅର୍ଜନ କରିଥିବା କିଛି ବ୍ୟକ୍ତିବିଶେଷଙ୍କୁ ପ୍ରୋତ୍ସାହିତ କରିବା ଉଦ୍ଦେଶ୍ୟରେ ଓଡ଼ିଶାର ଅଗ୍ରଣୀ ଇଂରାଜୀ ପତ୍ରିକା “ଦି ଇଣ୍ଟରଭ୍ୟୁ ଟାଇମ୍ସ” ପକ୍ଷରୁ ରାଜ୍ୟ ବାଣିଜ୍ୟ ନେତୃତ୍ୱ ସମ୍ମାନ ଉତ୍ସବ ୨୦୨୦ ସ୍ଥାନୀୟ ଏକ…
Read More...

ଶତରୁପା ସମ୍ମାନ ସମାରୋହ

ଓଡିଶା ନ୍ୟୁଜ୍ ଟୁଡେ ବ୍ୟୁରୋ: ଶତରୁପା ସଙ୍ଗୀତ ଓ ସାହିତ୍ୟ ପ୍ରକାଶିକା, ଭୁବନେଶ୍ୱର ‘ସାମ୍ବତ୍ସରିକ ଶତରୁପା ସମାରୋହ ୨୦୨୦’ ସ୍ଥାନୀୟ ଜୟଦେବ ଭବନଠାରେ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ମୁଖ୍ୟ ଅତିଥି ଭାବେ ମାନ୍ୟବର ଭୁବନେଶ୍ୱର ମଧ୍ୟ ବିଧାୟକ ଶ୍ରୀଯୁକ୍ତ ଅନନ୍ତ ନାରାୟଣ ଜେନା,…
Read More...

ନିସ୍ତାର ନାହି

ଓଡିଶା ନ୍ୟୁଜ୍ ଟୁଡେ ବ୍ୟୁରୋ: କଣ୍ଟ ସରିଲାପରେ, ଆଜି ଠାରୁ ପୁଣି ଥରେ ଆରମ୍ଭ ହୋଇଯାଇଛି ଜୋରଦାର ଧରପଗଡ । ନୂଆ ମୋଟରଯାନ ଆଇନ୍କୁ ନେଇ ସରକାର ଦେଇଥିବା ୬ ମାସର କଂଟ ପୂରିବା ପରେ ପୂର୍ବ ନିଷ୍ପତି ଅନୁଯାୟୀ ଟ୍ରାଫିକ୍ ନିୟମ ଉଲ୍ଲଂଘନ କରୁଥିବା ଗାଡି ଚାଳକଙ୍କ ବିରୋଧରେ ଆଜିଠାରୁ ପୁଣି…
Read More...

ପୁରୁଣା ଭୁବନେଶ୍ୱରର ସମାଜସେବୀ ବାସୁଦେବ ଗରାବଡୁଙ୍କ ପରଲୋକ

ଓଡିଶା ନ୍ୟୁଜ୍ ଟୁଡେ ବ୍ୟୁରୋ: ତା ୫.୨.୨୦୨୦ ରିଖ ଦିନ ୧୨ଟା ୧୦ ମିନିଟ ରେ ଏକ ଘରୋଇ ହସ୍ପିଟାଲରେ ଚିକିଶ୍ଚିତ ହେଉଥିବା ପୁରୁଣା ଭୁବନେଶ୍ୱରର ଜଣାଶୁଣା ପ୍ରତିଷ୍ଠିତ ସମାଜସେବୀ *ବାସୁଦେବ ଗରାବଡୁଙ୍କ* ପରଲୋକ ହୋଇଯାଇଛି।ମୂର୍ତ୍ତୃବେଳକୁ ତାଙ୍କ ବୟସ ୮୬ ବର୍ଷ ହୋଇଥିଲା।ସେ ରାଜ୍ୟ…
Read More...

କର୍କଟ ପିଡ଼ିତଙ୍କ ନିମନ୍ତେ ପାଣ୍ଠି ସଂଗ୍ରହ ଓ ସଂସ୍କୃତିକ କାର୍ଯ୍ୟକ୍ରମ

ଓଡିଶା ନ୍ୟୁଜ୍ ଟୁଡେ ବ୍ୟୁରୋ: ରେଡ଼୍ ସ୍ୱସ୍ତିକ ସୋସାଇଟି ଓଡ଼ିଶା ଶଖା, ସମ୍ପଲି କେୟାର କ୍ଲିନିକ୍ ଓ ଲାୟନ ମିନତୀ ବେହେରା କ୍ୟାନସର ଫାଉଣ୍ଡେସନ୍‌ର ମିଳିତ ସହଯୋଗରେ କର୍କଟ ପିଡ଼ିତଙ୍କ ଚିକିତ୍ସା ପାଇଁ ପାଣ୍ଠି ସଂଗ୍ରହ କାର୍ଯ୍ୟକ୍ରମ ସ୍ଥାନୀୟ ଜୟଦେବ ଭବନଠାରେ ଅନୁଷ୍ଠିତ ହୋଇଯାଇଛି । ରେଡ଼୍…
Read More...