Breaking
Browsing Category

ରାଜ୍ୟ

ଆଜି ଭାର ଗ୍ରହଣ କରିବେ ସୁନୀଲ ବଂଶଲ

ଓଡିଶା ପୋଲିସ ବିଭାଗର ନୂଆ ଡିଜିପି ଭାବରେ ଆଜି ଦାୟିତ୍ୱ ଗ୍ରହଣ କରିବେ ସୁନୀଲ ବଂଶଲ । ଭୁବନେଶ୍ୱର ବିମାନବନ୍ଦରରେ ତାଙ୍କୁ ପୋଲିସ୍ ବିଭା ବରିଷ୍ଠ ଅଧିକାରୀ ମାନେ ସ୍ବାଗତ କରିଥିଲେ।କଟକ ପୋଲିସ ମୁଖ୍ୟାଳୟରେ ବିଦାୟୀ ଡିଜିପି ଅଭୟ ପଦ ଭାର ଆଜି ନୂଆ ଡିଜିପି ସୁନୀଲ ବଂସଲ ଦାୟିତ୍ୱ ଗ୍ରହଣ…
Read More...

କୋଭିଡ ପାଇଁ ବନ୍ଦ ରହିବ ପ୍ଲାନେଟୋରିୟମ୍

ଭୁବନେଶ୍ୱର ପଠାଣି ସାମନ୍ତ ପ୍ଲାନେଟାରିୟମ୍ ଏବଂ ବୁର୍ଲା ସ୍ଥିତ ଡ.ଏପିଜେ ଅବଦୁଲ କଲାମ ପ୍ଲାନେଟାରିୟମ୍ ବୁର୍ଲା ଆସନ୍ତା ୩୧ ତାରିଖରୁ ଜାନୁଆରୀ ୨ ତାରିଖ ପର୍ଯ୍ୟନ୍ତ ପର୍ଯ୍ୟଟକଙ୍କ ପାଇଁ ସାମୟିକ ଭାବରେ ବନ୍ଦ ରହିବ। ନୂତନ କୋଭିଡ୍ ଭାରିଆଣ୍ଟ ଓମିକ୍ରନ୍‌ର ବିସ୍ତାରକୁ ଦୃଷ୍ଟିରେ ରଖି ଏକ…
Read More...

ଲୋକାର୍ପିତ ହେଲା ଓଟିଡିସିର ‘ଉତ୍କଳ ଅରୋମା’ ଓ ‘ବେକଡ୍ ବୋନଞ୍ଜା’: ଉଦଘାଟନ କଲେ ଓଟିଡିସି ଅଧ୍ୟକ୍ଷା

ଭୁବନେଶ୍ୱର : ଓଡ଼ିଶା ପର୍ଯ୍ୟଟନ ଉନ୍ନୟନ ନିଗମ(ଓଟିଡିସି) ଦ୍ୱାରା ଭୁବନେଶ୍ୱରସ୍ଥିତ ପାନ୍ଥନିବାସ ପରିସରରେ ଓଡ଼ିଆ ପାରମ୍ପରିକ ଖାଦ୍ୟର ରେଷ୍ଟୁରାଣ୍ଟ ‘ଉତ୍କଳ ଅରୋମା’ ଏବଂ ନିଜସ୍ୱ କେକ୍ ଓ ବିସ୍କୁଟ ଆଦି ପ୍ରସ୍ତୁତ ନିମନ୍ତେ ‘ବେକଡ୍ ବୋନଞ୍ଜା’ ୟୁନିଟକୁ ଲୋକାର୍ପଣ କରାଯାଇଛି। ଏହାସହିତ…
Read More...

ପ୍ରଶାନ୍ତି ବିହାରରେ ଦୁଇ ଶହ ହିତାଧିକାରୀଙ୍କୁ ବଣ୍ଟନ ହେଲା ବିଏସ୍‌କେଓ୍ବାଇ କାର୍ଡ

ଭୁବନେଶ୍ୱର: ବିଏମସିର ଉତ୍ତର ଭୁବନେଶ୍ୱର ୱାର୍ଡ ନଂ ୧ ଏବଂ ୨ରେ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା(ବିଏସ୍‌କେୱାଇ)ରେ ସ୍ମାର୍ଟ କାର୍ଡ ବଣ୍ଟନ କରିଯାଇଛି । ପ୍ରଶାନ୍ତି ବିହାର ଦୁର୍ଗା ମଣ୍ଡପ ପଡିଆରେ ଏକ ବିଶାଳ ସମାବେଶ କରାଯାଇ ଦୁଇ ଶହରୁ ଉର୍ଦ୍ଧ ହିତାଧିକାରୀଙ୍କୁ ସ୍ମାର୍ଟ କାର୍ଡ ବଣ୍ଟନ…
Read More...

ରୋଜାଲିନ୍ ପଟ୍ଟଶାଣୀଙ୍କୁ ଏନସିଏନ୍ ଏକ୍ସିଲେନ୍ସି ଆଓ୍ବାର୍ଡ

ଭୁବନେଶ୍ବର: ପରିଚୟ ଫାଉଣ୍ଡେସନ୍ ପ୍ରତିଷ୍ଠାତା ରୋଜାଲିନ୍ ପାଟ୍ଟଶାଣୀ ମିଶ୍ରଙ୍କୁ ଏନସିଏନ୍ ଏକ୍ସିଲେନ୍ସି ଆଓ୍ବାର୍ଡ ପ୍ରଦାନ କରାଯାଇଛି । ନ୍ୟାସନାଲ କ୍ୟାରିୟର କାଉନସେଲିଂ ନେଟଓ୍ବର୍କ(ଏନସିଏନ୍) ପକ୍ଷରୁ ତାଙ୍କୁ ସାମାଜିକ ଉଦ୍ୟୋଗ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ଏହି ସମ୍ମାନ ମିଳିଛି…
Read More...

ଉତ୍କଳମଣି ଗୋପବନ୍ଧୁ ଥିଲେ ମଣିଙ୍କ ଭିତରେ ମଣି

ଭୁବନେଶ୍ୱର: ଉତ୍କଳମଣି ଗୋପବନ୍ଧୁ ଦାଶ ଏକ ଉତ୍କୃଷ୍ଟ ବ୍ୟକ୍ତିତ୍ୱର ଅଧିକାରୀ ଥିଲେ , କାରଣ ସେ ଜେଲ ଜୀବନର ବ୍ୟଥା ଓ ବେଦନାକୁ ସାରସ୍ୱତ ସାଧନାରେ ଲଗାଇ ଜଣେ ନିର୍ଭୀକ ଲେଖକର ପରିଚୟ ଦେଇଥିଲେ ବୋଲି ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ନାତି , ପୂର୍ବତନ ପଶ୍ଚିମବଙ୍ଗ ରାଜ୍ୟପାଳ ତଥା…
Read More...

ଋତୁସ୍ରାବ ସମ୍ପର୍କିତ ଭେଦଭାବ ଓ ଲଜ୍ୟାକୁ ଦୂରେଇବା ପାଇଁ ପିଲାମାନଙ୍କ ଦ୍ୱାରା ଚଳଚ୍ଚିତ୍ର ନିର୍ମାଣ

ଭୁବନେଶ୍ୱର: : ପ୍ରସଙ୍ଗଭିତିକ ପ୍ରମାଣିକ ଚିତ୍ର ଯେତେ ମନଛୁଆଁ ହୁଏ ଜନଜୀବନର ସମସ୍ୟା ଗୁଡିୁକ ବୁଝାଇବା ସେତେ ସହାୟକ ହୋଇଥାଏ, ଯାହା ଅନ୍ୟ କୌଣସି ଯୋଗାଯୋଗ ମାଧ୍ୟମରେ ହୋଇନଥାଏ ବୋଲି ଶିଶୁ ଚଳଚ୍ଚିତ୍ର ମହୋତ୍ସବ କଲ୍ଲୋଳ-୨୦୨୧’ର ସମାରୋହରେ ମୁଖ୍ୟ ଅତିଥିଭାବେ ଯୋଗଦେଇ ଓଡିଶା ଫିଲ୍ମ ଉନ୍ନୟନ…
Read More...