Breaking
ଡ଼ ନାରାୟଣ ମହାପାତ୍ରଙ୍କୁ ସମ୍ମାନ ସୂଚକ ଗ୍ଲୋବାଲ ପିସ ହ୍ୟୁମାନ ରାଇଟସ ଆୱାର୍ଡସମସ୍ତେ ଏକାଠି ମିଶି ଇସ୍କନ ବିରୋଧରେ ସ୍ୱର ଉତ୍ତୋଳନ କରିବା ନିହାତି ଆବଶ୍ୟକThis World Heart Day: How Personalized Medicine is Shaping the Future of Bad Cholesterol Treatment୨୯ରୁ ଟ୍ୱିନ ସିଟିର ସବୁଠାରୁ ବଡ ନବରାତ୍ରି ସେଲିବ୍ରେଶନ ‘ଦାଣ୍ଡିଆ କାର୍ଣ୍ଣିଭାଲNavadarshan Reflection Ceremony 2025: Paving the Way for an Inclusive & Viksit Odisha
Browsing Category
ଦେଶ ବିଦେଶ
ବିଦେଶୀ ପାଣ୍ଠି ମାମଲା: ଇନ୍ଦିରା ଜୟସିଂହ, ଆନନ୍ଦ ଗ୍ରୋଭରଙ୍କ ଘରେ ସିବିଆଇ ଚଢ଼ାଉ
ନୂଆଦିଲ୍ଲୀ: ଦେଶର ଦୁଇ ବିଶିଷ୍ଟ ଓକିଲ ଇନ୍ଦିରା ଜୟସିଂହ ଏବଂ ଆନନ୍ଦ ଗ୍ରୋଭରଙ୍କ ଘରେ ଗୁରୁବାର ସକାଳେ କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ(ସିବିଆଇ) ପକ୍ଷରୁ ଚଢ଼ାଉ କରାଯାଇଛି। ସେମାନଙ୍କ ଲୟର୍ସ କଲେକ୍ଟିଭ ନାମକ ଏକ ଫାଉଣ୍ଡେଶନ ବିରୋଧରେ ରୁଜୁ ହୋଇଥିବା ବିଦେଶୀ ପାଣ୍ଠି ସମ୍ପର୍କିତ ମାମଲାରେ ଏହି…
Read More...
Read More...
ମସ୍କୋ ଥର୍ମାଲ ପାଓ୍ବାର ଷ୍ଟେଶନରେ ଭୟାବହ ଅଗ୍ନିକାଣ୍ଡ: ୫୦ ମିଟର ଉଚ୍ଚକୁ ଉଠିଲା ନିଆଁ
ମସ୍କୋ,୧୧।୭: ରୁଷ ରାଜଧାନୀ ମସ୍କୋର ମିଟିଶ୍ଚି ନିକଟରେ ଥିବା ଥର୍ମାଲ ପାଓ୍ବାର ପ୍ଲାଣ୍ଟରେ ଗୁରୁବାର ଭୟାବହ ଅଗ୍ନିକାଣ୍ଡ ଘଟିଛି। ଅଗ୍ନିକାଣ୍ଡ ସମୟରେ ଏହି ନିଆଁ ଏତେ ଭୟଙ୍କର ଥିଲା ଯେ, ୫୦ ମିଟର ଉଚ୍ଚ ଉପରକୁ ଏହାର ଧଁାସ ଉଠିଥିଲା। ଏହି ଦୁର୍ଘଟଣାରେ ୮ଜଣ ଆହତ ହୋଇଥିବା ବେଳେ ନିଆଁକୁ…
Read More...
Read More...
ମାଲବାହୀ ଟ୍ରେନ୍କୁ ଧକ୍କା ଦେଲା ପାସେଞ୍ଜର୍ ଟ୍ରେନ୍: ୧୧ ମୃତ, ୬୦ ଆହତ
ଲାହୋର,୧୧।୭: ପାକିସ୍ତାନର ପୂର୍ବ ପଞ୍ଜାବ ପ୍ରଦେଶରେ ଏକ ମାଲବାହୀ ଟ୍ରେନ୍ ଏବଂ ପାସେଞ୍ଜର ଟ୍ରେନ୍ ମଧ୍ୟରେ ଧକ୍କାରେ ୧୧ ଜଣଙ୍କ ମୃତ୍ୟୁ ଘଟିଛି। ଏଥିରେ ୬୦ ଜଣ ଆହତ ହୋଇଛନ୍ତି। ସ୍ଥାନୀୟ ସାଦିକାବାଦ୍ ତହସିଲ୍ରେ ଥିବା ବହ୍ଲାର ଷ୍ଟେଶନର ଲୁପ୍ ଲାଇନ୍ରେ ମାଲବାହୀ ଟ୍ରେନ୍ ଛିଡ଼ା…
Read More...
Read More...
୬ବର୍ଷର ବାଳକ: ୨ଘଣ୍ଟାରେ ୩ହଜାର ଥର ଦଣ୍ଡ ବୈଠକ କରି ଜିତିଲେ ବିଳାସମୟ ଘର
ମସ୍କୋ,୧୧।୭: ବ୍ୟାୟାମ କରିବା ଦ୍ୱାରା ଶରୀର ସୁସ୍ଥ ରହିବା ସହ ବୁଦ୍ଧି ଓ ମନ ଶାନ୍ତ ରହିଥାଏ। ପ୍ରତିଦିନ ଦଣ୍ଡ ବୈଠକ କରିବା ଦ୍ୱାରା ମାଂସପେଶୀ ଓ ଶରୀରରେ ଥିବା ସମସ୍ତ ଗଣ୍ଠି ମଜଭୁତ ହୋଇଥାଏ। କେବଳ ସେତିକି ନୁହେଁ, ଯଦି ଆପଣ ଏକାଥରକେ ୩ହଜାରରୁ ଊର୍ଦ୍ଧ୍ୱ ଦଣ୍ଡ ବୈଠକ କରନ୍ତି ତେବେ…
Read More...
Read More...
ରେଲୱେର ୨.୯୪ ଲକ୍ଷ ପଦବୀ ପାଇଁ ନିଯୁକ୍ତି ପ୍ରକ୍ରିୟା ଚାଲିଛି: ରେଳମନ୍ତ୍ରୀ
ନୂଆଦିଲ୍ଲୀ: ଭାରତୀୟ ରେଲୱେରେ ୨୦୧୯ ଜୁନ ୧ ତାରିଖ ସୁଦ୍ଧା ୨ଲକ୍ଷ ୯୮ ହଜାରରୁ ଅଧିକ ପଦବୀ ଖାଲିପଡ଼ିଛି। ସେଗୁଡ଼ିକ ମଧ୍ୟରୁ ୨ଲକ୍ଷ ୯୪ ହଜାର ପଦବୀ ପୂରଣ ଲାଗି ରେଲୱେ ପକ୍ଷରୁ ନିଯୁକ୍ତି ପ୍ରକ୍ରିୟା ଚାଲୁ ରହିଛି ବୋଲି ସରକାରଙ୍କ ପକ୍ଷରୁ କୁହାଯାଇଛି।
ବୁଧବାର କେନ୍ଦ୍ର ରେଳ ମନ୍ତ୍ରୀ…
Read More...
Read More...
ଖୋଲା ନାଳରେ ଭାସିଗଲା ୩ବର୍ଷର ଶିଶୁ, ସିସିଟିଭିରେ କଏଦ ହେଲା ଚିତ୍ର
ଶିଶୁଟିଏ ମ୍ୟାନହୋଲରେ ଖସିପଡିଲା । ମ୍ୟାନହୋଲରେ ପଡିଯିବା ପରେ ଖୋଲା ନାଳରେ ୩ବର୍ଷର ଶିଶୁଟି ଭାସିଯାଇଛି । ମୁମ୍ବାଇ ଗୋରେଗାଓଁରେ ଘଟିଛି ଏହି ଅଭାବନୀୟ ଘଟଣା ,ଯାହାର ଚିତ୍ର ସିସିଟିଭିରେ କଏଦ ହୋଇଛି । ଗତକାଲି ବିଳମ୍ବିତ ରାତିରେ ଘଟିଛି ଏହି ଘଟଣା । ଘରୁ ବାହାରକୁ ଆସିଥିବା ସମୟରେ ଖୋଲା…
Read More...
Read More...
ଭାରତକୁ ଧମକ ଦେଲା ଅଲକାଏଦା: ସେନା ଓ ସରକାର ଉପରେ ହମଲା କରିବାକୁ ନିର୍ଦ୍ଦେଶ
ନୂଆଦିଲ୍ଲୀ: କୁଖ୍ୟାତ ଆତଙ୍କବାଦୀ ସଂଗଠନ ଅଲକାଏଦାର ମୁଖ୍ୟ ଆୟାମାନ ଉଲ ଜବାହାରୀ କଶ୍ମୀର ପ୍ରସଙ୍ଗରେ ଭାରତକୁ ଧମକ ଦେଇଛି। କଶ୍ମୀରରେ ଥିବା ସଂଗଠନର ସଦସ୍ୟମାନେ ବିନା କୌଣସି ଦ୍ୱନ୍ଦ୍ୱରେ ସୁରକ୍ଷାକର୍ମୀ ଏବଂ ଜମ୍ମୁ-କଶ୍ମୀର ସରକାରଙ୍କ ଉପରେ ହମ୍ଲା ଜାରି ରଖିବା ଦରକାର। ଏଥିସହ ପାକିସ୍ତାନ…
Read More...
Read More...
କାରରେ ୧୭ଟି ଦେଶ ପାରି ହୋଇ ବିଶ୍ୱକପ୍ ଦେଖିବାକୁ ପହଞ୍ଚିଲେ ମାଥୁର ପରିବାର
ଲଣ୍ଡନ, ୧୦।୭: ବିଶ୍ୱର ଯେକୌଣସି ସ୍ଥାନରେ ମ୍ୟାଚ୍ ହେଉନା କାହିଁକି, ଭାରତୀୟ ଦଳକୁ ଚିୟର୍ କରିବା ପାଇଁ ଦର୍ଶକ ସେଠାରେ ପହଞ୍ଚିଯିବା କୌଣସି ଆଶ୍ଚର୍ଯ୍ୟର କଥା ନୁହେଁ। ସେମିତି ଏକ ଉଦାହରଣ ଦେଖିବାକୁ ମିଳିଛି ମାଞ୍ଚେଷ୍ଟରରେ। ଆଇସିସି ବିଶ୍ୱକପର ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ଚାଲିଥିବା…
Read More...
Read More...
ଟ୍ବିଟରରେ ରାହୁଲଙ୍କ ଫଲୋୟର ସଂଖ୍ୟା ୧ କୋଟି ଛୁଇଁଲା
ନୂଆଦିଲ୍ଲୀ: ସୋସିଆଲ ମିଡିଆ ଟ୍ବିଟରରେ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ଫଲୋୟର ସଂଖ୍ୟା ୧ କୋଟି ଅର୍ଥାତ ୧୦ ନିୟୁତ ଛୁଇଁଛି। ଏହି ମାଇଲଖୁଣ୍ଟ ପାଇଁ ରାହୁଲ ସମସ୍ତ ଫଲୋୟରଙ୍କୁ ଧନ୍ୟବାଦ ଜଣାଇଛନ୍ତି। ସେ ବୁଧବାର ଆମେଠି ଗସ୍ତ କରିବେ। ସେଠାରେ ଦଳୀୟ କର୍ମୀଙ୍କ ସହିତ ବୈଠକ କରିବା ସମୟରେ…
Read More...
Read More...
ଅଲକାଏଦାର ଚେତାବନୀ ପରେ ଜବାବ ଦେଲେ କାଶ୍ମିରୀ ଯୁବକ; ସେନାର ନିଯୁକ୍ତି ଅଭିଯାନରେ ସାମିଲ ହେଲେ
ଶ୍ରୀନଗର: କାଶ୍ମୀର ସ୍ବାଧୀନତା ଏବଂ ଭାରତୀୟ ସେନା ଉପରେ ଆକ୍ରମଣ ନେଇ ଆତଙ୍କବାଦୀ ସଂଗଠନ ଅଲକାଏଦା ମୁଖ୍ୟ ଆଇମାନ ଅଲ-ଜୱାହିରିଙ୍କ ଚେତାବନୀ ପରେ କାଶ୍ମୀର ଯୁବକମାନେ ଏହାର କଡ଼ା ଜବାବ ଦେଇଛନ୍ତି। ଅଲକାଏଦା ଚେତାବନୀର ପରଦିନ ବହୁ ସଂଖ୍ୟାରେ କାଶ୍ମୀର ଯୁବକ ଭାରତୀୟ ସେନାର ନିଯୁକ୍ତି…
Read More...
Read More...