Breaking
ଡ଼ ନାରାୟଣ ମହାପାତ୍ରଙ୍କୁ ସମ୍ମାନ ସୂଚକ ଗ୍ଲୋବାଲ ପିସ ହ୍ୟୁମାନ ରାଇଟସ ଆୱାର୍ଡସମସ୍ତେ ଏକାଠି ମିଶି ଇସ୍କନ ବିରୋଧରେ ସ୍ୱର ଉତ୍ତୋଳନ କରିବା ନିହାତି ଆବଶ୍ୟକThis World Heart Day: How Personalized Medicine is Shaping the Future of Bad Cholesterol Treatment୨୯ରୁ ଟ୍ୱିନ ସିଟିର ସବୁଠାରୁ ବଡ ନବରାତ୍ରି ସେଲିବ୍ରେଶନ ‘ଦାଣ୍ଡିଆ କାର୍ଣ୍ଣିଭାଲNavadarshan Reflection Ceremony 2025: Paving the Way for an Inclusive & Viksit Odisha
Browsing Category
ଦେଶ ବିଦେଶ
ଏକମାତ୍ର ପୁଅ ସିଦ୍ଧାର୍ଥ ଆଉ ଏ ଦୁନିଆରେ ନାହିଁ, ପିତା ଏପର୍ଯ୍ୟନ୍ତ ଜାଣିନାହାନ୍ତି
ବେଙ୍ଗାଲୁରୁ, ୩୧।୭:‘କାଫେ କଫି ଡେ’ (ସିସିଡି)ର ପ୍ରତିଷ୍ଠାତା ୬୦ ବର୍ଷୀୟ ଭିଜି ସିଦ୍ଧାର୍ଥଙ୍କ ମୃତଦେହ କନର୍ର୍ାଟକର ମେଙ୍ଗାଲୁରୁସ୍ଥିତ ନେତ୍ରବତୀ ନଦୀର ଏକ କୂଳରୁ ଉଦ୍ଧାର କରାଯାଇଛି। ତାଙ୍କ ମୃତ୍ୟୁକୁ ନେଇ ଚାରିଆଡେ ଶୋକର ଛାୟା ଖେଳିଯାଇଛି। ସିଦ୍ଧାର୍ଥଙ୍କ ମୃତ୍ୟୁ ଖବର ଏପର୍ଯ୍ୟନ୍ତ…
Read More...
Read More...
ବଡ ବିଚିତ୍ର : ହସ୍ପିଟାଲ୍ର ୩୬ଜଣ ନର୍ସ ହେଲେ ଅନ୍ତସତ୍ତ୍ୱା, ଡିସେମ୍ବରରେ ହେବ ସମସ୍ତଙ୍କ ପ୍ରସବ
ନୂଆଦିଲ୍ଲୀ: ଶୀର୍ଷକ ପଢ଼ି ଆଶ୍ଚର୍ଯ୍ୟ ଲାଗୁଥିଲେ ବି ଘଟଣାଟି ସତ। ଗୋଟିଏ ବର୍ଷରେ ଗୋଟିଏ ହସ୍ପିଟାଲ୍ର ୩୬ଜଣ ନର୍ସ ଅନ୍ତସତ୍ତ୍ୱା ହୋଇଛନ୍ତି। ସୋସିଆଲ ମିଡିଆରେ ଏହି ନର୍ସମାନଙ୍କ ଫଟୋ ବି ସାମ୍ନାକୁ ଆସିଛି। ଏହି ଘଟଣା ଆମେରିକାର ମିସୁରି କନସାସ୍ ସିଟିର ବୋଲି ଜଣାପଡ଼ିଛି।
ସେଠାକାର…
Read More...
Read More...
ଏନ୍ଏମ୍ସି ବିଲ୍କୁ ବିରୋଧ କରି ଦେଶବ୍ୟାପୀ ଡାକ୍ତରଙ୍କର ୨୪ ଘଣ୍ଟିଆ ଧର୍ମଘଟ
ନୂଆଦିଲ୍ଲୀ: ଲୋକସଭାରେ ଅନୁମୋଦିତ ହୋଇଥିବା ନେସ୍ନାଲ୍ ମେଡିକାଲ୍ କମିସନର ବିଲ୍, ୨୦୧୯କୁ ବିରୋଧ କରି ବୁଧବାର ସକାଳ ୬ଟରୁ ଦେଶବ୍ୟାପୀ ଡାକ୍ତରମାନେ ଧର୍ମଘଟ ଆରମ୍ଭ କରିଛନ୍ତି। ଇଣ୍ଡିଆନ୍ ମେଡିକାଲ୍ ଆସୋସିଏସନ୍ ତରଫରୁ କରାଯାଇଥିବା ଏହି ଧର୍ମଘଟରେ ଜରୁରୀକାଳୀନ, କାଜୁଆଲଟି, ଆଇସିୟୁ…
Read More...
Read More...
ଲଗାତାର ପାକିସ୍ତାନ କରୁଛି ଅସ୍ତ୍ରବିରତି ଉଲ୍ଲଂଘନ
ଶ୍ରୀନଗର: ବାରମ୍ବାର ଅସ୍ତ୍ରବିରତି ଉଲ୍ଲଙ୍ଘନ କରୁଛି ପାକିସ୍ତାନ ବିଳମ୍ବିତ ରାତିରେ ନୌସେରା ସେକ୍ଟରରେ ପାକିସ୍ତାନ ପକ୍ଷରୁ ସିଜଫାୟାର କରାଯାଇଛି ଗତକାଲି ରାତି ପ୍ରାୟ ୧୨ଟା ୩୦ରେ ପାକିସ୍ତାନ ପକ୍ଷରୁ ଅସ୍ତ୍ରବିରତି ଉଲ୍ଲଙ୍ଘନ କରାଯାଇ ପ୍ରବଳ ଗୁଳିମାଡ କରାଯାଇଛି | ଭାରତୀୟ ସେନା ପକ୍ଷରୁ…
Read More...
Read More...
ଚୋରା ଚାଲାଣ ବେଳେ ୫୦୦ କଇଁଛ ଉଦ୍ଧାର
ବିଜୟୱାଡା: ବିଦେଶକୁ ଚୋରା ଚାଲାଣ ହେଉଥିବାବେଳେ ୫୦୦ କଇଁଛଙ୍କ ଉଦ୍ଧାର କରିଛି ଡିଆରଆଇ(ଡିରେକ୍ଟୋରେଟ ଅଫ ରେଭିନ୍ୟୁ ଇଣ୍ଟେଲିଜେନ୍ସ) | ଗୁଇନ୍ଦା ସୂତ୍ରରୁ ଖବର ପାଇ ବିଜୟୱାଡା ରେଳଷ୍ଟେସନରୁ ଜଣେ ବ୍ୟକ୍ତିଙ୍କୁ ଗିରଫ କରାଯାଇଥିବାବେଳେ ତାହାକୁ ପଚରାଉଚୁରା କରାଯାଉଛି ମିଳିଥିବା ସୂଚନା…
Read More...
Read More...
ଜାମ୍ମୁ କାଶ୍ମୀରର ସବୁ ପଞ୍ଚାୟତରେ ତ୍ରିରଙ୍ଗା ଉଡାଇବେ ମୋଦୀ ସରକାର
ଶ୍ରୀନଗର: ଏଥର ଜାମ୍ମୁ କାଶ୍ମୀରର ସବୁ ପଞ୍ଚାୟତରେ ଅଗଷ୍ଟ ୧୫ ଉପଲକ୍ଷେ ତ୍ରିରଙ୍ଗା ଉଡ଼ାଇବାକୁ ଯୋଜନା କରିଛନ୍ତି ମୋଦୀ ସରକାର | ଏଥିପାଇଁ ବହୁ ସଂଖ୍ୟାରେ ସୁରକ୍ଷାକର୍ମୀଙ୍କୁ କାଶ୍ମୀରକୁ ପଠାଯାଇଛି | ମିଳିଥିବା ସୂଚନା ମୁତାବକ ସ୍ୱାଧୀନତା ଦିବସ ପାଳନବେଳେ ଯେଭଳି କିଛି ଅପ୍ରୀତିକର…
Read More...
Read More...
ଛତିଶଗଡ଼ର ବୋଡ୍ଲିରେ ଲ୍ୟାଣ୍ଡମାଇନ୍ ବିସ୍ଫୋରଣ, ସିଆର୍ପିଏଫ୍ ଯବାନ ସହିଦ
ଦାନ୍ତେଓ୍ଵାଡ଼ା: ବୁଧବାର ସକାଳେ ଛତିଶଗଡ଼ର ଦାନ୍ତେଓ୍ଵାଡ଼ା ଅନ୍ତର୍ଗତ ବୋଡ୍ଲି ନିକଟରେ ଲ୍ୟାଣ୍ଡ୍ମାଇନ୍ ବିସ୍ଫୋରଣ ଘଟି କେନ୍ଦ୍ରୀୟ ରିଜର୍ଭ ପୁଲିସ ବଳର ଜଣେ ଯବାନ ସହିଦ ହୋଇଛନ୍ତି।
ସହିଦ ଯବାନଜଣକ ହେଉଛନ୍ତି ବିହାରର ନଓ୍ଵାଦାବାସୀ ରୋଶନ କୁମାର। ସେ ସିଆପିଏଫ୍ର ୧୯୫ ବାଟାଲିଆନ୍ରେ…
Read More...
Read More...
ଖୁବଶୀଘ୍ର ପ୍ରାୟ ୩ ଲକ୍ଷ କର୍ମଚାରୀଙ୍କୁ ଚାକିରି ଅବଧି ସରିବା ପୂର୍ବରୁ ଅବସର ଦେଇପାରେ ରେଳ ବିଭାଗ!
ନୂଆଦିଲ୍ଲୀ : କାମ ଠକୁଥିବା କର୍ମଚାରୀଙ୍କୁ ଲାଗିବ ବଡ ଝଟକା। ଏଭଳି କର୍ମଚାରୀଙ୍କୁ ଛଟେଇ କରିବାକୁ ବ୍ଲୁ-ପ୍ରିଣ୍ଟ ପ୍ରସ୍ତୁତ କରୁଛି ରେଲୱେ ବିଭାଗ। ଏନେଇ ସମସ୍ତ ଜୋନାଲ ଅଫିସକୁ କାମ ଠକ କର୍ମଚାରୀଙ୍କ ତାଲିକା ପ୍ରସ୍ତୁତ କରିବାକୁ କହିଛି ରେଳୱେ ବିଭାଗ। ରେଲ ମନ୍ତ୍ରାଳୟର ଏକ ବରିଷ୍ଠ…
Read More...
Read More...
ଟିକ୍ ଟକ୍ ନେଲା ଜୀବନ
ନୂଆଦିଲ୍ଲୀ,୨୬ ।୭: ଟିକ୍ ଟକ୍ ଭିଡିଓ ବନେଇବା ପାଇଁ ଲୋକମାନେ କିଛି ବି କରିବାକୁ ପଛାଉନାହାନ୍ତି । ତେଣିକି ନିଜ ଜୀବନ ଚାଲିଗଲେ ବି, ସେମାନଙ୍କର ଭିଡିଓ ନିଶା ଛାଡୁନି । ଏମିତି ଟିକ୍ ଟକରେ ଏକ ଷ୍ଟଣ୍ଡ ଦେଉଥିବା ନଦୀ ସ୍ରୋତରେ ଭାସି ଯାଇ ଜଣେ ଯୁବକର ମୃତ୍ୟୁ ହୋଇଛି । ଖବର ୩ ଦିନ ପୂର୍ବର…
Read More...
Read More...
କାର୍ଗିଲ ଯୁଦ୍ଧରେ ଶହୀଦ୍ ହୋଇଥିଲେ ପିତା, ସେହିଦିନ ଜନ୍ମ ନେଲେ ଝିଅ କିନ୍ତୁ ପାଳନ୍ତି ନାହିଁ ଜନ୍ମଦିନ
ପୁଣେ, ୨୬।୭: ସାରା ଦେଶ ଶୁକ୍ରବାର କାର୍ଗିଲ ବିଜୟ ଦିବସ ପାଳନ କରୁଥିଲାବେଳେ କିଛି ଘରେ ଆଜି ବି ସମ୍ପର୍କୀୟଙ୍କୁ ହରାଇବାର ଦୁଃଖ ଲିଭିନାହିଁ। ମହାରାଷ୍ଟ୍ରର ସତାରାରେ ରହୁଥିବା ମହାଦେବ ଯଶଓ୍ବନ୍ତ ନିକମ କାର୍ଗିଲ ଯୁଦ୍ଧରେ ଯୋଗ ଦେଇ ୧୯୯୯, ଜୁନ୍ ୨୬ରେ ସେ ଦେଶ ପାଇଁ ଶହୀଦ ହୋଇଥିଲେ।…
Read More...
Read More...