Breaking

ଲୋକାର୍ପିତ ହେଲା ବମିଖାଲ ଓଭରବ୍ରିଜ୍।

0

ଭୂବନେଶ୍ବର: ମୁଖ୍ୟମନ୍ତ୍ରୀଙ୍କ କରକମଳରେ ଉଦ୍ଘାଟିତ ହେଲା ବହୁ ପ୍ରତିକ୍ଷିତ ବମିଖାଲ ଓଭରବ୍ରିଜ୍ । ପ୍ରସସ୍ଥ ରାସ୍ତା ସାଙ୍ଖକୁ ରଙ୍ଖିନ ଆଲୋକ ମାଳାରେ ଝଲସୁଛି ଓଭରବ୍ରିଜ୍। ।ଦିର୍ଘ ୭ବର୍ଷ ସମୟ ଓ ୪୪କୋଟି ଟଙ୍କା ବ୍ୟୟରେ ନିର୍ମାଣ ହୋଇଥିବା ଏହି ଓଭରବ୍ରିଜ୍ ଆଜି ଜନସାଧାରଣଙ୍କ ସେବାରେ ଉତ୍ସର୍ଗ କରାଯାଇଛି। ଏହି ଓଭରବ୍ରିଜ୍ ସିଧାସଳଖ ସହିଦ୍ ନଗର,ରସୁଲଗଡ ଓ ବମିଖାଲ ଜନସାଧାରଣଙ୍କ ଯାତାୟତକୁ ସୁଗମ କରିବା ସହ ଟ୍ରାଫିକ ସମସ୍ୟା ସମାଧାନ କ୍ଷେତ୍ରରେ ସହାୟକ ହେବ।

loading...

Leave A Reply

Your email address will not be published.