Breaking

ବିଜେଡିର ସାଂଗଠାନିକ ଅଦଳବଦଳ

ନୂଆ ଦାୟିତ୍ବ ଦେଲେ ମୁଖିଆ

0

ଓଡିଶା ନ୍ୟୁଜ୍ ଟୁଡେ ବ୍ୟୁରୋ:

ବିଜେଡ଼ିର ପଦାଧିକାରୀ ତାଲିକା ପ୍ରକାଶ ପାଇଛି। ବିଜେଡ଼ିର ୮ଜଣ ବରିଷ୍ଠ ଉପସଭାପତିଙ୍କୁ ନିଯୁକ୍ତି ଦେଲେ ନବୀନ । ୯ଜଣ ଉପସଭାପତିଙ୍କୁ ଦାୟିତ୍ୱ ବଂଟନ କଲେ ବିଜେଡ଼ି ସୁପ୍ରିମୋ। ଅନଙ୍ଗ ଉଦୟସିଂହ ଦେଓ, ପ୍ରସନ୍ନ ଆଚାର୍ଯ୍ୟ, ବିମ୍ବାଧର କୁଅଁର, ପ୍ରସନ୍ନ ପାଟ୍ଟସାଣୀ, ପ୍ରଫୁଲ୍ଲ ସାମଲ, ଅନନ୍ତ ଦାସ, ବିଜୟଶ୍ରୀ ରାଉତରାୟ, ଲାଲବିହାରୀ ହିମିରିକାଙ୍କୁ ମଧ୍ୟ ବରିଷ୍ଠ ଉପସଭାପତି ଦାୟିତ୍ୱ ମିଳିଛି ।ଉପସଭାପତି ଦାୟିତ୍ୱ ମିଳିଛି ମଙ୍ଗଳା କିଷାନ, ସୌମ୍ୟରଞ୍ଜନ ପଟ୍ଟନାୟକ, ଦେବୀ ପ୍ରସାଦ ମିଶ୍ର, ବିକ୍ରମ କେଶରୀ ଆରୁଖ, ଉଷା ଦେବୀ, ପ୍ରମିଳା ମଲ୍ଲିକ୍, ବଦ୍ରି ନାରାୟଣ ପାତ୍ର, ପ୍ରଦୀପ କୁମାର ଅମାତ୍, ପଦ୍ମନାଭ ବେହେରା । ମୁଖ୍ୟ କାର୍ଯ୍ୟାଳୟର ସାଧାରଣ ସମ୍ପାଦକ ଭାବେ ସଂଜୟ ଦାସ ବର୍ମାଙ୍କୁ ଦାୟିତ୍ ଦେଇଛନ୍ତି ସୁପ୍ରିମୋ

loading...

Leave A Reply

Your email address will not be published.