ପିପିଲି:ପିପିଲି ବିଧାୟକ ପ୍ରଦୀପ ମହାରଥୀ ଗିରଫ । କିଛି ସମୟ ପୂର୍ବରୁ ପିପିଲି ଥାନରେ ମହାରଥୀଙ୍କୁ ପଚରାଉଚରା ଚାଲିଥିଲା । ଏବେ ତାଙ୍କୁ ଗିରଫ କରାଯାଇଛି । ଏନେଇ ପୁରୀ ଏସପି ଉମାଶଙ୍କର ଦାସ ସୂଚନା ଦେଇଛନ୍ତି । ବହୁ ଦଫା ମଧ୍ୟ ମହାରଥୀଙ୍କ ବିରୋଧରେ ଲଗାଇଛି ପୋଲିସ । ଦଫା 307, 353, 341, 332, 147, 148, 149,171(ବି), 186 ଏବଂ ଲୋକ ପ୍ରତିନିଧି ଆଇନ 123 ଲାଗିଛି ।
ଗତକାଲି ରାତିରେ ପ୍ରଦୀପ ମହାରଥୀଙ୍କ ଫାର୍ମହାଉସ୍ରେ SST ଟିମ୍ ଓ ମାଜିଷ୍ଟ୍ରେଟଙ୍କୁ ଆକ୍ରମଣ ହୋଇଥିଲା। ମହାରଥୀ ନିଜେ ଗୋଡ଼େଇ ଗୋଡ଼େ ପିଟିଥିବା ମାଜିଷ୍ଟ୍ରେଟ୍ କହିଥିଲେ।
Breaking
ବିଦେଶରେ ଡାକ୍ତରୀ ଶିକ୍ଷା ନିମନ୍ତେ ବାଟ ଦେଖାଉଛି ଏଡୁନମ୍ଜାତୀୟ ସ୍ତରରେ ସମ୍ମାନିତ ହେଲା କ୍ରୁତି କଫିର “କିନ୍ଦିରିଗୁଡା ନାଚୁରାଲ୍ସ”Hathi Brand Kacchi Ghani Oil: This festive season, gift a tradition of purity and healthଉତ୍କଳ ସଂସ୍କୃତି ବିଶ୍ୱବିଦ୍ୟାଳୟ ପକ୍ଷରୁ ଜି 20 ଯୁବ ସମାରୋହ ଓ ସଂଗୀତ ବିଚିତ୍ରାIndian Chamber of Commerce Organised 2nd India Mining Conclave 2023