banner
Breaking

ପିପିଲି ବିଜେଡି ବିଧାୟକ ପ୍ରଦୀପ ମହାରଥୀ ଗିରଫ

0

ପିପିଲି:ପିପିଲି ବିଧାୟକ ପ୍ରଦୀପ ମହାରଥୀ ଗିରଫ । କିଛି ସମୟ ପୂର୍ବରୁ ପିପିଲି ଥାନରେ ମହାରଥୀଙ୍କୁ ପଚରାଉଚରା ଚାଲିଥିଲା । ଏବେ ତାଙ୍କୁ ଗିରଫ କରାଯାଇଛି । ଏନେଇ ପୁରୀ ଏସପି ଉମାଶଙ୍କର ଦାସ ସୂଚନା ଦେଇଛନ୍ତି । ବହୁ ଦଫା ମଧ୍ୟ ମହାରଥୀଙ୍କ ବିରୋଧରେ ଲଗାଇଛି ପୋଲିସ । ଦଫା 307, 353, 341, 332, 147, 148, 149,171(ବି), 186 ଏବଂ ଲୋକ ପ୍ରତିନିଧି ଆଇନ 123 ଲାଗିଛି ।
ଗତକାଲି ରାତିରେ ପ୍ରଦୀପ ମହାରଥୀଙ୍କ ଫାର୍ମହାଉସ୍‌ରେ SST ଟିମ୍ ଓ ମାଜିଷ୍ଟ୍ରେଟଙ୍କୁ ଆକ୍ରମଣ ହୋଇଥିଲା। ମହାରଥୀ ନିଜେ ଗୋଡ଼େଇ ଗୋଡ଼େ ପିଟିଥିବା ମାଜିଷ୍ଟ୍ରେଟ୍‌ କହିଥିଲେ।

Leave A Reply

Your email address will not be published.