Breaking

ବଜରଙ୍ଗବିହାର ଉନ୍ନୟନ ପରିଷଦର ପ୍ରଥମ ବୈଠକ ଅନୁଷ୍ଠିତ

0

ଓଡିଶା ନ୍ୟୁଜ୍ ଟୁଡେ ବ୍ୟୁରୋ:

ଭୁବନେଶ୍ୱର ଚକେଇଶିଆଣୀ ସ୍ଥିତ ବଜରଙ୍ଗ ବିହାର ଉନ୍ନୟନ ପରିଷଦର ପ୍ରଥମ ବୈଠକ ଗତ ୧୪ ତାରିଖରେ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ପରିଷଦର ସମସ୍ତ ସଦସ୍ୟ ଉପସ୍ଥିତ ଥିଲେ ।ଏହି ବୈଠକରେ ପରିଷଦର ବିଭିନ୍ନ କାର୍ଯ୍ୟକର୍ତ୍ତାଙ୍କୁ ଚୟନ କରାଯାଇଛି ।ବୈଠକରେ ପରିଷଦର ପରାମର୍ଶଦାତା ଭାବେ ନିର୍ମଳ କୁମାର ରାଉତଙ୍କୁ ଚୟନ କରାଯାଇଛି । ସେହିପରି ସଭାପତି ଭାବେ କିଶୋର ଚନ୍ଦ୍ର ଦେହୁରୀ, ଉପସଭାପତି ଭାବେ ବିଜୟ କୁମାର ବଳ, ସମ୍ପାଦକ ଭାବେ ବନୋଜ କୁମାର ସାମଲ ଭାବେ ଦାୟିତ୍ୱ ମିଳିଛି ।ଏତତ୍ ବ୍ୟତୀତ ସହ ସମ୍ବାଦକ ଭାବେ ରବୀନ୍ଦ୍ର ବେହେରା, ରଞ୍ଜନକୁମାର ରାଉତ ଓ ବଂଶୀଧର ସାହୁଙ୍କୁ ଦାୟିତ୍ୱ ପ୍ରଦାନ କରାଯାଇଛି

loading...

Leave A Reply

Your email address will not be published.