Breaking

ଆଜି ମଧ୍ୟ ରାତ୍ରିରେ ଧରାବତରଣ କରିବେ ପ୍ରଭୁ ଯୀଶୁଖ୍ରୀଷ୍ଟ

0

ଭୁବନେଶ୍ୱର: ଆସନ୍ତାକାଲି ବଡ଼ ଦିନ। ଆଜି ମଧ୍ୟ ରାତ୍ରିରେ ଧରାବତରଣ କରିବେ ପ୍ରଭୁ ଯୀଶୁଖ୍ରୀଷ୍ଟ। ଏଥିପାଇଁ ଚର୍ଚ୍ଚ ଗୁଡ଼ିକ ଚଳଚଞ୍ଚଳ ହୋଇପଡ଼ିଛି। ପ୍ରଭୁ ଯୀଶୁଙ୍କ ଆଗମନ ପାଇଁ ସବୁଠି ବ୍ୟାପକ ପ୍ରସ୍ତୁତି ହୋଇଛି। ଚର୍ଚ୍ଚ ଗୁଡ଼ିକରେ ସାମୁହିକ ପ୍ରାର୍ଥନା ପାଇଁ ମଧ୍ୟ ଆୟୋଜନ ଚାଲିଛି।ଭୁବନେଶ୍ୱର ଓ କଟକ ସମେତ କନ୍ଧମାଳରେ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଥିବା ବେଳେ ସୁରକ୍ଷା ବ୍ୟବସ୍ଥାକୁ ମଧ୍ୟ କଡ଼ାକଡି କରାଯାଇଛି। କନ୍ଧମାଳ ଜିଲ୍ଲାରେ ୩୦ ପ୍ଲାଟୁନ ଫୋର୍ସ ମୁତୟନ କରାଯାଇଛି।

loading...

Leave A Reply

Your email address will not be published.