Breaking

ଓଡ଼ିଶାରେ ପ୍ରତିଷ୍ଠା ହେଉ ଏକ ଖବରକାଗଜ ସଂଗ୍ରହାଳୟ: ଡକ୍ଟର ଅଭୟ ପଟ୍ଟନାୟକ

ଖବରକାଗଜ ହେଉଛି ସମାଜର ଦର୍ପଣ। ଆଜିର କାଗଜ କାଲି ପାଇଁ ଇତିହାସ। ମହାତ୍ମା ସାଧୁ ସୁନ୍ଦର ଦାସ କୃତ କୁଜିବର ପତ୍ର ଥିଲା ଓଡ଼ିଶାର ପ୍ରଥମ ହାତଲେଖା ଖବରକାଗଜ। ଏହି ଦୁଷ୍ପ୍ରାପ୍ୟ କାଗଜ ଏବେ କୋଉଠି ଅଛି କିଛି ଖବର ନାହିଁ। ସେହିପରି କର୍ମବୀର ଗୌରୀ ଶଙ୍କର ରାୟଙ୍କ ଦ୍ୱାରା ପ୍ରକାଶିତ ଉତ୍କଳ…
Read More...

ବିଧାୟକଙ୍କ ଆଶୁ ଆରୋଗ୍ୟ କାମନା କରି ମନ୍ଦିରରେ ଦୀପ ଦାନ ଓ ପୂଜାର୍ଚ୍ଚନା

ଭୁବନେଶ୍ୱର ଉତ୍ତର ବିଧାୟକ ଶ୍ରୀଯୁକ୍ତ ସୁଶାନ୍ତ କୁମାର ରାଉତ କୋଭିଡରେ ସଂକ୍ରମିତ ହୋଇ ଚିକିତ୍ସିତ ହେଉଥିବାରୁ ତାଙ୍କର ଆଶୁ ଆରୋଗ୍ୟ କାମନା କରି ଆଜି ତାଙ୍କର ସମର୍ଥକମାନେ ବିଭିନ୍ନ ମନ୍ଦିରରେ ସମୂହ ଦୀପ ଦାନ କରିବାସହ ପୂଜାର୍ଚ୍ଚନା କରିଥିଲେ।ପଳାଶୁଣି ବସ ଷ୍ଟପ ନିକଟସ୍ଥ ଆଖଣ୍ଡଳମଣି…
Read More...

ରାଜଧାନୀର ବିଚ୍‌ ରାସ୍ତରେ ଗୋଡ଼ାଇ ଗୋଡ଼ାଇ ଯୁବକଙ୍କୁ ହତ୍ୟା

ଭୁବନେଶ୍ୱର ବିଚ୍‌ ରାସ୍ତରେେ ଯୁବକଙ୍କୁ ହତ୍ୟା । କମିଶନରେଟ ପୋଲିସକୁ ଚେଲେଞ୍ଜ । ପୋଲିସ ପ୍ରତି ଭୟ ନାହିଁ ଅପରାଧିଙ୍କର । ବସ୍ତିରେ ଚାଲୁଥିବା ନିଶା କାରବାରୀଙ୍କ ଠାରୁ ବଟି ଆଦାୟ କରି ସୁରକ୍ଷା ଦେଉଥିବାରୁ ପୋଲିସ ପ୍ରତି ସେମାନଙ୍କ ଆଉ ଭୟ ନାହିଁ । ଏହାର ଜ୍ୱଳନ୍ତ ଉଦାହରଣ ହେଉଛି ଆଜିର…
Read More...

ବିଶ୍ବ ଓଡ଼ିଶା ସମାଜର ପ୍ରଥମ ପ୍ରତିଷ୍ଠା ଦିବସ ପାଳିତ

ବିଶ୍ଵ ଓଡ଼ିଶା ସମାଜ(ବିଓସ)ର ଆଜି ପ୍ରଥମ ପ୍ରତିଷ୍ଠା ଦିବସ ପାଳନ କରାଯାଇଛି। କରୋନା ସଂକ୍ରମଣ ତୀବ୍ର ହୋଇଥିବା ଯୋଗୁଁ କୌଣସି ଉତ୍ସବ ପାଳନ ନ କରାଯିବା ପାଇଁ ସମାଜ ତରଫରୁ ନିଷ୍ପତ୍ତି କରାଯାଇଥିଲା। ପ୍ରଥମ ସ୍ଵନକ୍ଷତ୍ର ଦିବସକୁ ଅତ୍ୟନ୍ତ ନିରାଡମ୍ବର ଓ ସାଙ୍କେତିକ ଢଙ୍ଗରେ ମନାଯାଇଥିଲା।…
Read More...

ଶିକ୍ଷା ପାଇଁ ନିଳିମା ବନ୍ଦୋପାଧ୍ୟୟ ଙ୍କୁ ଜାତୀୟ ସ୍ତରରେ ଦୁଇ ସମ୍ମାନ

ଭୁବନେଶ୍ୱର, : ଓ୍ବାଣ୍ଡରଲ୍ୟାଣ୍ଡ ଏଜୁକେଶନାଲ ଆଣ୍ଡ ଚାରିଟେବୁଲ ଟ୍ରଷ୍ଟର ଅଧ୍ୟକ୍ଷା ଶ୍ରୀମତୀ ନିଳିମା ବନ୍ଦୋପଧ୍ୟାୟ ନିଜର ୨୦ବର୍ଷ ତଳର ସଂଘର୍ଷକୁ ପ୍ରକାଶ କରିଛନ୍ତି । ଶ୍ରୀମତୀ ବନ୍ଦୋପଧାୟ ୨୦ ବର୍ଷରୁ ଉର୍ଦ୍ଧ୍ବ ଓଡ଼ିଶାର ବିଭିନ୍ନ ସ୍ଥାନରେ ସାମାଜିକ କାର୍ଯ୍ୟରେ ଜଡ଼ିତ ଅଛନ୍ତି ।…
Read More...

ଶୁଶ୍ରୁତ ହସ୍ପିଟାଲ୍‌ରେ ଜନତା ୱାର୍ଡ଼ ଉଦ୍‌ଘାଟିତ

ଶୁଶ୍ରୁତ ହସ୍ପିଟାଲ ଓ ଟ୍ରମାକେୟାର ରାଜ୍ୟର ଏକ ଅଗ୍ରଣୀ ଉତ୍କୃଷ୍ଟ ସ୍ୱାସ୍ଥ୍ୟ ସେବା ପ୍ରଦାନକାରୀ ଚିକିତ୍ସାଳୟ ଗରିବ ଲୋକଙ୍କୁ ଉତ୍କୃଷ୍ଟ ସେବା ଯୋଗାଇବା ଉଦ୍ଦେଶ୍ୟରେ ଚିକିତ୍ସାଳୟ ପରିସରରେ ଜନତା ୱାର୍ଡ଼ ଉଦ୍‌ଘାଟିତ ହୋଇଯାଇଛି । ଏହି ଅବସରରେ ମୁଖ୍ୟ ଅତିଥିଭାବେ ରୋଟାରୀର ଜିଲ୍ଲା…
Read More...

୧୦ ଲୁଗାବୁଣା ତନ୍ତ ବସାଇଲା ପରିଚୟ ଫାଉଣ୍ଡେସନ୍‌

ଭୁବନେଶ୍ୱର: ନୂତନ ବର୍ଷରେ ବୁଣାକାରଙ୍କ ମୁହଁରେ ହସ ଫୁଟାଇବା ପାଇଁ ଆଗେଇ ଆସିଛି ପରିଚୟ ଫାଉଣ୍ଡେସନ୍ । ଏକ୍ସପୋର୍ଟ କ୍ରେଡିଟ୍ ଗ୍ୟାରେଣ୍ଟି କର୍ପୋରେସନ ଅଫ୍‌ ଇଣ୍ଡିଆ(ଇସିଜିସି) ସହାୟତାରେ ମହିଳା ବୁଣାକାରଙ୍କ ପାଇଁ ୧୦ଟି ଲୁଗାବୁଣା ତନ୍ତ ବସାଯାଇଛି । ପ୍ରଥମ ପର୍ଯ୍ୟାୟରେ ଆଜି ଆଠଗଡରେ…
Read More...