ପ୍ରବାସୀ ଭାରତୀୟ ଦିବସ ୨୦୨୫ରେ ଝଲସିଲା ମହିଳା ସଶକ୍ତିକରଣ
*୩୧ ଲକ୍ଷରୁ ଅଧିକ ଟଙ୍କାର ଉତ୍ପାଦ ବିକ୍ରୟ
*ଦୁଇଦିନ ଅତିରିକ୍ତ ଅବଧିରେ ୨୨,୦୦୦ରୁ ଅଧିକ ଦର୍ଶକ
ଭୁବନେଶ୍ୱର ଠାରେ ଆୟୋଜିତ ପ୍ରବାସୀ ଭାରତୀୟ ଦିବସ ୨୦୨୫ରେ ମୁଖ୍ୟ ଆକର୍ଷଣ ଥିଲେ ମିଶନ ଶକ୍ତି ସ୍ୱୟଂ ସହାୟକ ଗୋଷ୍ଠୀ । ସେମାନେ ଥିଲେ ସଶକ୍ତୀକରଣ, ସୃଜନଶୀଳତା ଏବଂ ନୂତନତାର ଉଦାହରଣ।…
Read More...
Read More...