Breaking News

ବିଶ୍ୱକପ୍‌ ହକି ପାଇଁ ଆସନ୍ତାକାଲି ଭୁବନେଶ୍ୱରର ସମସ୍ତ ସ୍କୁଲ ଛୁଟି ଘୋଷଣା

0

ଭୁବନେଶ୍ବର: ହକି ବିଶ୍ୱକପ୍‌ ପାଇଁ ଶିକ୍ଷାନୁଷ୍ଠାନ ଛୁଟି । ଆସନ୍ତାକାଲି ହକିର ଉଦ୍‌ଘାଟନୀ ସମାରୋହ ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଛୁଟି ଘୋଷଣା କରାଯାଇଛି । ଭୁବନେଶ୍ୱରର ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦ ରହିବ । ସେହିପରି ଭୁବନେଶ୍ୱର ସମେତ ସାରା ରାଜ୍ୟର ସମସ୍ତ ସରକାରୀ କାର୍ଯ୍ଯାଳୟଗୁଡ଼ିକ ମଧ୍ୟ ସାଢ଼େ ଗୋଟାଏରୁ ବନ୍ଦ ରହିବ । ଏଥିସହ ସାଢ଼େ ଗୋଟାଏରୁ ବନ୍ଦ ରହିବ ରାଜ୍ୟର ଅନ୍ୟ ଅଞ୍ଚଳର ଶିକ୍ଷାନୁଷ୍ଠାନ । ୨୮ ତାରିଖରେ କଟକରେ ହକି ବିଶ୍ୱକପର ଉଦଘାଟନୀ ଉତ୍ସବ ରହିଛି । ତେଣୁ କଟକ ସହରରେ ସେଦିନ ସମସ୍ତ ଶିକ୍ଷାନୁଷ୍ଠାନ ଓ ସରକାରୀ କାର‌୍ୟ୍ୟାଳୟ ସାଢ଼େ ଗୋଟାଏରୁ ବନ୍ଦ ରହିବ ।

Leave A Reply

Your email address will not be published.