ଭୁବନେଶ୍ବର: ହକି ବିଶ୍ୱକପ୍ ପାଇଁ ଶିକ୍ଷାନୁଷ୍ଠାନ ଛୁଟି । ଆସନ୍ତାକାଲି ହକିର ଉଦ୍ଘାଟନୀ ସମାରୋହ ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଛୁଟି ଘୋଷଣା କରାଯାଇଛି । ଭୁବନେଶ୍ୱରର ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦ ରହିବ । ସେହିପରି ଭୁବନେଶ୍ୱର ସମେତ ସାରା ରାଜ୍ୟର ସମସ୍ତ ସରକାରୀ କାର୍ଯ୍ଯାଳୟଗୁଡ଼ିକ ମଧ୍ୟ ସାଢ଼େ ଗୋଟାଏରୁ ବନ୍ଦ ରହିବ । ଏଥିସହ ସାଢ଼େ ଗୋଟାଏରୁ ବନ୍ଦ ରହିବ ରାଜ୍ୟର ଅନ୍ୟ ଅଞ୍ଚଳର ଶିକ୍ଷାନୁଷ୍ଠାନ । ୨୮ ତାରିଖରେ କଟକରେ ହକି ବିଶ୍ୱକପର ଉଦଘାଟନୀ ଉତ୍ସବ ରହିଛି । ତେଣୁ କଟକ ସହରରେ ସେଦିନ ସମସ୍ତ ଶିକ୍ଷାନୁଷ୍ଠାନ ଓ ସରକାରୀ କାର୍ୟ୍ୟାଳୟ ସାଢ଼େ ଗୋଟାଏରୁ ବନ୍ଦ ରହିବ ।
Breaking
Galaxy Unpacked July 2025: How to Watch Live Streamରହସ୍ୟ ଉପରୁ ପରଦା ହଟିଲା ଅନୁପମ ପଟ୍ଟନାୟକଙ୍କ ଆଗାମୀ ଚଳଚ୍ଚିତ୍ର ‘ମନ୍ତ୍ରମୁଗ୍ଧ’ମିସ୍ ଓଡ଼ିଶା ଇଣ୍ଡିଆ ୨୦୨୫ ଗ୍ରାଣ୍ଡ ଫାଇନାଲInternational Yoga Day is celebrated by the Bharatiya Yoga SansathanFrom Cities to Heartlands: Samsung Solve for Tomorrow Sparks Innovation in Bihar and Jharkhand