ଭୁବନେଶ୍ୱର:ଦୀର୍ଘଦିନ ଧରି ରାଜଧାନୀ ତଥା ଆଖପାଖ ଅଞ୍ଚଳରୁ ଚୋରି ଯାଇଥିବା ଏକ ବାଇକ ଲୁଟେରା ଗ୍ୟାଙ୍ଗର ୪ଜଣଙ୍କ ବଡଗଡ଼ ଥାନା ପୋଲିସ ଗିରଫ କରିଛି। ଓକିଲ ଓ ରୋଗୀ ବେଶରେ ଆସି କରୁଥିଲେ ବାଇକ୍ ଚୋରି । ବିଭିନ୍ନ ସ୍ଥାନରୁ ଉଦ୍ଧାର ହୋଇଥିବା ୪୭ଟି ବାଇକ୍କୁ ଜବତ କରିଛି କମିଶନରେଟ୍ ପୋଲିସ।ଏମାନଙ୍କ ମଧ୍ୟରୁ ଜଣେ ଅଭିନିବ ଢଙ୍ଗରେ ଚୋରି କରୁଥିବା ଘଟଣା ସାମ୍ନାକୁ ଆସିଛି । ସଂପୃକ୍ତ ବ୍ୟକ୍ତି ଶଶୀଭୂଷଣ ଦାସ ବୋଲି ଜଣାପଡିଛି । ଶଶୀଭୂଷଣ ବିଭିନ୍ନ ବେଶ ଧରି ବିଭିନ୍ନ ସ୍ଥାନରୁ ଅଭିନବ ଢଙ୍ଗରେ ଲୁଟ କରୁଥିଲେ । କୋର୍ଟରେ ଓକିଲ ହୋଇ ସେ ଲୁଟ କରୁଥିବାବେଳେ ମେଡିକାଲରେ ରୋଗୀ ବେଶରେ ବି ଲୁଟ କରୁଥିଲା ।ଏହାପରେ ଭୁବନେଶ୍ୱର ବରଗଡ଼ ଥାନାରେ ଚାଲିଥିବା ଏକ ସ୍ୱତନ୍ତ୍ର କାର୍ୟ୍ୟକ୍ରମ ମାଧ୍ୟମରେ ଚୋରୀ ଯାଇଥିବା ଲୋକଙ୍କୁ ସେମାନଙ୍କ ବାଇକ୍ ଫେରାଇ ଦିଆଯାଇଛି।
Breaking
Indulge the salon: 3 new salon launch by Aftab shivadasaniA Rich Tapestry of Art, Tradition and Heritage: Odisha’s Top 5 Saree Weaves that Never Fail to Captivate the Soulଦିନରେ ସ୍ବପ୍ନ ଦେଖୁଛି ବିଜେପି: ମୁଖ୍ୟମନ୍ତ୍ରୀକୋରାପୁଟ, ନବରଙ୍ଗପୁର ପରେ ରାୟଗଡା ଓ ପାରଳାଖେମୁଣ୍ଡିରେ ମୁଖ୍ୟମନ୍ତ୍ରୀଙ୍କ ମର୍ଯ୍ୟାଦାପୂର୍ଣ୍ଣ ନିର୍ବାଚନ ପ୍ରଚାରଲାକମୀ ଏକାଡେମୀର ଦ୍ୱିତୀୟ ବାର୍ଷିକ ଉତ୍ସବ