Breaking

ଭୁବନେଶ୍ୱର ବିମାନବନ୍ଦରରୁ ଜବତ ହେଲା ସୁନା :ମଳଦ୍ୱାରରେ ଲୁଚାଇ ଆଣୁଥିଲେ

0

ଭୁବନେଶ୍ୱର:ଭୁବନେଶ୍ୱରର ବିଜୁ ପଟ୍ଟନାୟକ ବିମାନବନ୍ଦରରୁ ପୁଣି ଜବତ ହେଲା ସୁନା । ୧୭୦.୭୫ ଗ୍ରାମର ସୁନା ଜବତ କଲା କଷ୍ଟମ ବିଭାଗ । ଜବତ ସୁନାର ଆନୁମାନିକ ମୂଲ୍ୟ ୫ ଲକ୍ଷ ୫୨ ହଜାର ଟଙ୍କା ହେବ। ତାମିଲନାଡୁର ରାମନାଥପୁରମ୍‌ର ଜଣେ ଯାତ୍ରୀଙ୍କଠାରୁ ଏହି ସୁନା ଜବତ ହୋଇଛି। ସେ ଏୟାର ଏସିଆର ଏକ-୩୧ ବିମାନରେ କ୍ୱାଲାଲମ୍ପପୁରରୁ ଆସୁଥିଲେ । ତାଙ୍କୁ ଅଟକ ରଖାଯାଇ ପଚରାଉଚରା କରାଯାଉଛି।

loading...

Leave A Reply

Your email address will not be published.