Breaking

ବଢି ଚାଲିଛି ସଂକ୍ରମଣ

0

ଓଡିଶା ନ୍ୟୁଜ୍ ଟୁୁଡେ ବ୍ୟୁରୋ:

କାୟା ମେଲିବାର ଲାଗିଛି କରୋନା। ୨୪ ଘଂଟାରେ ଦେଶରେ ୪୮୭ ମୃତ ଓ ୨୪ ହଜାର ୮ଶହ ୭୯ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଦେଶରେ ମୃତ୍ୟୁ ସଂଖ୍ୟା ୨୧ ହଜାର ୧୨୯କୁ ବୃଦ୍ଧି ପାଇଛି । ଦେଶରେ ଆକ୍ରାନ୍ତଙ୍କ ସଂଖ୍ୟା ୭ ଲକ୍ଷ ୬୭ ହଜାର ୨୨୯କୁ ଛୁଇଁଛି । ୨ଲ କ୍ଷ ୬୯ ହଜାର ୭୮୯ ଆକ୍ଟିଭ କେସ ରହିଛି । ୪ଲକ୍ଷ ୭୬ ହଜାର ୩୭୮ ଜଣ ସୁସ୍ଥ ହୋଇଛନ୍ତି ।
ମୃତବ୍ୟକ୍ତିମାନଙ୍କ ମଧ୍ୟରେ ଅଛନ୍ତି ଆନ୍ଧ୍ରପ୍ରଦେଶରେ ୨୬୪ ଜଣ, ଅରୁଣାଚଳ ପ୍ରଦେଶରେ ୨ ଜଣ, ଆସାମରେ ୧୬ ଜଣ, ବିହାରରେ ୧୦୭ ଜଣ, ଚଣ୍ଡିଗଡ଼ରେ ୭ ଜଣ, ଛତିଶଗଡ଼ରେ ୧୪ ଜଣ, ଦିଲ୍ଲୀରେ ୩୨୧୩ ଜଣ, ଗୋଆରେ ୮ ଜଣ, ଗୁଜରାଟରେ ୧୯୯୩ ଜଣ, ହରିୟାଣାରେ ୨୮୨ ଜଣ, ହିମାଚଳ ପ୍ରଦେଶରେ ୧୧ ଜଣ, ଜମ୍ମୁ ଓ କଶ୍ମୀରରେ ୧୪୯ ଜଣ, ଝାଡ଼ଖଣ୍ଡରେ ୨୨ ଜଣ, କର୍ଣ୍ଣାଟକରେ ୪୭୦ ଜଣ, କେରଳରେ ୨୭ ଜଣ, ଲଦାଖରେ ୧ ଜଣ, ମଧ୍ୟପ୍ରଦେଶରେ ୬୨୯ ଜଣ, ମହାରାଷ୍ଟ୍ରରେ ୯୪୪୮ ଜଣ, ମେଘାଳୟରେ ୧ ଜଣ, ଓଡ଼ିଶାରେ ୪୮ ଜଣ, ପୁଦ୍ଦୁଚେରୀରେ ୧୪ ଜଣ, ପଞ୍ଜାବରେ ୧୭୮ ଜଣ, ରାଜସ୍ଥାନରେ ୪୮୨ ଜଣ, ତାମିଲନାଡୁରେ ୧୭୦୦ ଜଣ, ତେଲେଙ୍ଗାନାରେ ୩୨୪ ଜଣ, ତ୍ରିପୁରାରେ ୧ ଜଣ, ଉତ୍ତରାଖଣ୍ଡରେ ୪୬ ଜଣ, ଉତ୍ତରପ୍ରଦେଶରେ ୮୪୫ ଜଣ ଏବଂ ପଶ୍ଚମବଙ୍ଗରେ ୮୨୭ ଜଣ ସାମିଲ୍ ଅଛନ୍ତି।

loading...

Leave A Reply

Your email address will not be published.