Breaking

ବାଇଡେନଙ୍କ ମୁଣ୍ଡରେ ବିଜୟ ମୁୁକୁଟ

ଟ୍ରମ୍ପଙ୍କୁ ହରାଇ ଆମେରିକାର ୪୬ତମ ରାଷ୍ଟ୍ରପତି ହେବେ ବାଇଡେନ

0

ଓଡିଶା ନ୍ୟୁଜ୍ ଟୁଡେ ବ୍ୟୁରୋ:

ପ୍ରତିକ୍ଷ୍ୟାର ଅବସାନ ଘଟିଲା ଘୋଷଣା ହେଲେ ବିଜୟୀ ପ୍ରାର୍ଥୀ। ଟ୍ରମ୍ପଙ୍କୁ ହରାଇଲେ ଜୋ ବାଇଡେନ । ବିଶ୍ୱର ସବୁଠୁ ଶକ୍ତିଶାଳୀ ରାଷ୍ଟ୍ର ଆମେରିକାର ପରବର୍ତ୍ତୀ ରାଷ୍ଟ୍ରପତି ହେବେ ବାଇଡେନ ।


ଡେମୋକ୍ରାଟ ଦଳର ପ୍ରାର୍ଥୀ ବାଇଡେନ ଖତାକୁ ଯାଇଛି ବିପୁଳ ଜନ ସମର୍ଥନ । ମ୍ୟାଜିକ ନମ୍ବର ୨୭୦ ଟପିବା ସହ ବାଇଡେନ ଆମେରିକାର ପରବର୍ତ୍ତୀ ରାଷ୍ଟ୍ରପତି ହେବା ନିଶ୍ଚିତ ହୋଇସାରିଛି।

loading...

Leave A Reply

Your email address will not be published.