ଭୁବନେଶ୍ୱର: ନୀଳ ମାଧବ ପଣ୍ଡାଙ୍କ ନିର୍ଦ୍ଦେଶିତ ଓଡ଼ିଆ ଚଳଚ୍ଚିତ୍ର ‘କାଲିର ଅତୀତ’ ଶ୍ରେଷ୍ଠ ଛବି, ଶ୍ରେଷ୍ଠ ଅଭିନେତା, ଶ୍ରେଷ୍ଠ ନିର୍ଦ୍ଦେଶକ ଏବଂ ଆହୁରି ଅନେକ ବର୍ଗ ପାଇଁ ଓସ୍କାର ଦୌଡ଼ରେ ସାଧାରଣ ବର୍ଗରେ ପ୍ରବେଶ କରିଛି । ଏହି ଚଳଚ୍ଚିତ୍ରଟିର କାହାଣୀ ଜଳବାୟୁ ପରିବର୍ତନ ଏବଂ ସମୁଦ୍ର ପତନ ବୃଦ୍ଧି ହେତୁ ଓଡ଼ିଶାରେ ଭାରତର ପୂର୍ବ ଉପକୂଳର ଅଦୃଶ୍ୟ ହୋଇଯାଇଥିବା ଗ୍ରାମଗୁଡ଼ିକ ବିଷୟରେ ଆଧାରିତ । ଏହି ଚଳଚ୍ଚିତ୍ରଟି ଏକାଡେମୀ ସ୍କ୍ରିନିଙ୍ଗ ରୁମରେ ଉପଲବ୍ଧ ଯେବେକି ଭୋଟ ଓ ନୋମିନେସନ ପାଇଁ ଏକାଡେମୀର ସଦସ୍ୟମାନେ ଏହି ଚଳଚ୍ଚିତ୍ରତ୍ରଟିକୁ ଦେଖିପାରିବେ ।
ନୀଳ ମାଧବ ପଣ୍ଡା କହିଛନ୍ତି ଯେ, “ଲସ୍ ଆଞ୍ଜେଲସ ଏବଂ ନ୍ୟୁୟର୍କର ସମସ୍ତ ଥିଏଟର ବନ୍ଦ ରହିଥିବା ହେତୁ ଚଳିତବର୍ଷ ଏହି ଯୋଗ୍ୟତା ହାସଲ କରିବା କଷ୍ଟକର ଥିଲା । ଆମେ ପ୍ରଚାର ଆରମ୍ଭ କରିଦେଇଛୁ ଏବଂ ଚଳଚ୍ଚିତ୍ରଟିକୁ ଦେଖାଇବା ପାଇଁ ଜୁରିମାନଙ୍କ ନୀକଟରେ ପହଂଚିଛୁ ।”
Breaking
ଶଙ୍ଖ ଧରିଲେ ବର୍ଷା ପ୍ରିୟଦର୍ଶିନୀନିର୍ବାଚନୀ ଇସ୍ତାହାର ପାଇଁ ଲୋକଙ୍କ ମତ ଲୋଡିଲେ ପାଣ୍ଡିଆନଡିଏମଏଫ ଅର୍ଥରେ ସରକାରୀ ଅଧିକାରୀ ବ୍ୟୟବହୁଳ ଗାଡି କିଣୁଥିବା ବେଳେ ରାସ୍ତା ନିର୍ମାଣ ନ ହେବା କ୍ଷୋଭ ଓ ପରିତାପର ବିଷୟ- ଧର୍ମେନ୍ଦ୍ରଆମ୍ବେଦକର ଦେଶକୁ ସର୍ବସମାବେଶୀ ଓ ପ୍ରଗତିଶୀଳ ସମ୍ବିଧାନ ଦେଇଛନ୍ତି -ଧର୍ମେନ୍ଦ୍ର ପ୍ରଧାନଆସିଲା କଂଗ୍ରେସର ପ୍ରାର୍ଥୀ ତାଲିକା, ଭୁବନେଶ୍ୱରରୁ ୟାସିର୍ , ବାଲେଶ୍ୱରରୁ ଶ୍ରୀକାନ୍ତ