Breaking

ଓ୍ବିସ୍ ଅନୁଷ୍ଠାନ ପକ୍ଷରୁ କବିତା ଆସର ଅନୁଷ୍ଠିତ

0

ଭୁବନେଶ୍ବର:ଜୟଦୂର୍ଗାନଗରରେ ଥିବା ସାଇମନ୍ଦିର ପଛ ପାଶ୍ୱର୍ରେ ଏକ କବିତା ଆସରର ଆୟୋଜନ କରାଯାଇଛି । ଏହି କବିତାର ମୂଖ୍ୟ ଅତିଥି ହେଉଛନ୍ତି ଗୋପାଳ କୃଷ୍ଣ ମହାପାତ୍ର, ଭାରତୀୟ ସିନେମା ସେନ୍ସର ବୋର୍ଡ଼ କଟକ ଆଂଚଳିକ ମୂଖ୍ୟ ଭାରତୀୟ ସୂଚନା ସେବାର ବରିଷ୍ଠ ପଦାଧିକାରୀ ଗଣମାଧ୍ୟମରେ ତିବି ଦଶଦ୍ଧି ଧରି କାର୍ଯ୍ୟରତ ।ବାଲ୍ୟକାଳରେ କବିତା ରଚନା ଆରମ୍ଭ । ଅନେକ କବିତା, ସମ୍ବାଦପତ୍ର, ଫେସବୁକ୍ ଆଦି ଗଣମାଧ୍ୟମରେ ପ୍ରକାଶିତ । ରାଜ୍ୟରେ ଅନେକ ଅନୁଷ୍ଠାନ ଦ୍ୱାରା ସମ୍ମନୀତ ମହାପାତ୍ର ଅନେକ ରାଜ୍ୟ ଓ ଜାତୀୟ ପୁରଷ୍କାର ପାଇଛନ୍ତି । ଏହି କବିତା ଆସରରେ କବି ମାନେ କବିତା ପାଠ କରିବାର ବ୍ୟବସ୍ଥା ରହିଛି । ଏଥିରେ ଅନୁଷ୍ଠାନର କର୍ମକର୍ତା ମାନେ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସୁଚାରୁ ରୂପେ ପରିଚାଳନା କରିବାର ବ୍ୟବସ୍ଥା ରହିଛି ।କବିତା ପାଠ କରିଥିଲେ । ଏଥିରେ ପ୍ରଥମେ ଜଗନ୍ନାଥଙ୍କ ଭଜନ ବୋଲାଯାଇ କାର୍ଯ୍ୟକ୍ରମ ଆରମ୍ଭ କରାଯାଇଥିଲା । ଏଥିରେ ବହୁ ବିଶିଷ୍ଠ କବୟତ୍ରୀ ମାନେ କବିତା ଆବୃତି କରିଥିଲେ । ଏଥିରେ ଅନୁଷ୍ଠାନର ସଭାପତି-ଅନୁସୃତା ସିଂଦେୟ, ଉପସଭାପତି ସୌଭାଗ୍ୟବତୀ ମହାପାତ୍ର, ସମ୍ପାଦୀକା ରୋହିଣୀ ସିଂ ଦେଓ, ବୀର କଳିଙ୍ଗର ସଂପାଦକ-ସରୋଜ ରଂଜନ ପଟ୍ଟନାୟକ, ଦୀପିକା ମହାନ୍ତି, ପଙ୍କଜୀନି ପଟ୍ଟନାୟକ, ବିଭୂତି ସାମନ୍ତରାୟ, ମୀତା ପ୍ରମୂଖ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସୂଚାରୁ ରୂପେ ପରିଚାଳନା କରିଥିଲେ ।

loading...

Leave A Reply

Your email address will not be published.