Breaking

ପୂର୍ତ୍ତ ସଚିବଙ୍କ ମହାନତା

ପୁରୀରୁ ଫେରୁଥିବା ବେଳେ ସିଫା ଛକ ଠାରେ ଦୁର୍ଘଟଣାରେ ଆହତ ହୋଇଥିବା ଜଣେ ଯୁବକଙ୍କ ଜୀବନ ବଞ୍ଚାଇଲେ ସଚିବ କ୍ରିସନ କୁମାର

0

ଓଡିଶା ନ୍ୟୁଜ୍ ଟୁଡେ ବ୍ୟୁରୋ:

ଦୁର୍ଘଟଣା ର ସମ୍ମୁଖୀନ ହୋଇ ରାସ୍ତା ଡିଭାଇଡର ରେ ଅଚେତ ଅବସ୍ଥାରେ ପଡିଥିବା ବେଳେ ସଚିବ ତାଙ୍କୁ ଉଧାର କରି କ୍ୟାପିଟାଲ ହସ୍ପିଟାଲ କୁ ଆଣିଥିଲେ ଏବଂ ତୁରନ୍ତ ଚିକିତ୍ସା ପାଇଁ ନିର୍ଦେଶ ଦେଇଥିଲେ। ଚିକିତ୍ସା ସମୟରେ ସଚିବ ନିଜେ ଉପସ୍ଥିତ ଥିଲେ। ଏବେ ଆହତ ଜଣକ ପ୍ରାଥମିକ ଚିକିତ୍ସା ପରେ ସୁସ୍ଥ ଅଛନ୍ତି। ଆହତ ଜଣକ ହେଲେ ସାକ୍ଷୀଗୋପାଳ ର ରତ୍ନାକର ପ୍ରଧାନ। ହସ୍ପିଟାଲରେ ପୂର୍ତ୍ତ ବିଭାଗର ଅଧିକାରୀ ଉପସ୍ଥିତ ରହି ତାଙ୍କ ଦେଖାଶୁଣା କରିବା ସହ ପରିବାର ଲୋକଙ୍କୁ ଖବର ଦେଇଇଛନ୍ତି।

loading...

Leave A Reply

Your email address will not be published.