Breaking

ଆଇନଜୀବି ଯୋଗେଶ ଚନ୍ଦ୍ର ଜେନା ବଢାଇଲେ ସହଯୋଗର ହାତ

0

ଓଡିଶା ନ୍ୟୁଜ୍ ଟୁଡେ ବ୍ୟୁରୋ:

ଭୁବନେଶ୍ୱର ମୁନିସିପାଲ୍ ୱାର୍ଡ ନଂ ୪୫ ରେ କୋରନା ଭଳି ଭୟାବହ ମହାମାରୀ ସମୟରେ ସବୁକିଛି ଭୁଲି ନିତିଦିନ ଆମ ମାନଙ୍କ ସେବା କରୁଥିବା ସମସ୍ତ ସଫେଇ କର୍ମଚାରୀ ମାନଙ୍କୁ ଯୁବ ଆଇନଜୀବି ଯୋଗେଶ ଚନ୍ଦ୍ର ଜେନା ଙ୍କ ତରଫରୁ ମାସ୍କ,ସାନିଟାଇଜର୍ ଓ ଶୁଖିଲା ଖାଦ୍ୟ ବଣ୍ଟନ କରାଯାଇଥିଲା ! ଏହି କାର୍ଯ୍ୟକ୍ରମ ରେ ସ୍ଥାନୀୟ ଯୁବକ ଓ ମହିଳା ମାନେ ଯୋଗ ଦେଇଥିଲେ ।

loading...

Leave A Reply

Your email address will not be published.