Breaking

ଶକ୍ତି ବଢାଇଲେ ଶକ୍ତିକାନ୍ତ

ଅର୍ଥନୀତିକୁ ତ୍ବରାନ୍ବିତ କରିବାକୁ ଆରବିଆଇ ମାଷ୍ଟରପ୍ଲାନ

0

ଓଡିଶା ନ୍ୟୁଜ୍ ଟୁଡେ ବ୍ୟୁରୋ:

ଦେଶର ଅର୍ଥନିତୀ ସୁଧାରିବାକୁ ସାହାଯ୍ୟର ହାତ ବଢାଇଲା ଆର୍ ବିଆଇ।୧ଲକ୍ଷକୋଟି ଟଙ୍କାର ପ୍ୟାକେଜ୍ ଘୋଷଣା କରିଛନ୍ତି ଶକ୍ତିକାନ୍ତ ଯାହାକି ବ୍ୟାଙ୍କ ମାନୁ ରୂଣ ଦେବାପାଈ ଅଧିକ ସକ୍ଷମ କରିବ।ଠପ୍ ହୋଇଯାଇଥିବା ଅର୍ଥନିତୀ ସୁଧାରିବା ପାଈ ଆରବିଆଈ ପ୍ରୟାସ ଚଳାଇଛି। ଏହି ଭୟଙ୍କର ସ୍ଥିତିରେ ଭିତରେ ଦେଶର ଅର୍ଥନୀତି ସୁଧାରିବାକୁ ପ୍ରୟାସ କରିଛନ୍ତି ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣର ।ସାରା ବିଶ୍ୱରେ ୯ ଟ୍ରିଲିୟନ ବା ୯ ଲକ୍ଷ କୋଟି ଡଲାରର କ୍ଷତି ହେବା ନେଇ ଆକଳନ କରିଛି ଆରବିଆଇ । ଲକଡାଉନ କାରଣରୁ ଦେଶରେ କ୍ଷ୍ୟୁଦ୍ର ଶିଳ୍ପ, କୃଷି ଶିଳ୍ପ କ୍ଷେତ୍ରର ଯେଉ କ୍ଷତି ସହିବାକୁ ପଡିବ ଓ ଏହି କ୍ଷତିକୁ କିପରି ଭରଣା କରାଯିବ ସେନେଇ ରଣନୀତି ପ୍ରସ୍ତୁତ କରିଛି ଆରବିଆଇ । ତେବେ ସାରା ଦୁନିଆରେ ପ୍ରାୟ ୩୦ ପ୍ରତିଶତ ବ୍ୟବସାୟ କ୍ଷତିଗ୍ରସ୍ତ ହେବ । ଦେଶରେ କରୋନା ଶେଷ ହେବା ବେଳକୁ ୭.୪ ପ୍ରତିଶତ ବିକାଶ ହାର ରହିବା ନେଇ ଅନୁମାନ କରାଯାଛି।ତେବେ ଜି ୨୦ ଦେଶ ମାନଙ୍କ ମଧ୍ୟରୁ ଭାରତର ସ୍ଥିତି ଭଲ ଥିବା କହିଛନ୍ତି ଶକ୍ତିକାନ୍ତ।

loading...

Leave A Reply

Your email address will not be published.