Breaking

ବୀରତ୍ବ ଓ ବିଜୟର ଗାଥା ବଖାଣୁଛି କାରଗିଲ ବିଜୟ ଦିବସ-ନିଖିଳ ଓଡିଶା ପାଇକ ମହାସଂଘ

0

ଅମର ଯବାନଙ୍କ ବଳିଦାନ ତଥା ତ୍ୟାଗ ହେତୁ ଆମେ ଆଜି ସୁରକ୍ଷିତ ଓ ଗର୍ବିତ।ସେହି ଅମର ଜବାନଙ୍କ କାଳଜୟୀ ଆତ୍ମାର ସଦ୍‌ଗତି ନିମନ୍ତେ ନିଖିଳ ଓଡିଶା ପାଇକ ମହାସଂଘ ତରଫରୁ ଅମର ଜବାନ ସ୍ମାରକୀରେ ନିଖିଳ ଓଡିଶା ପାଇକ ମହାସଂଘର ସଭାପତି ଆଶୋକ ପାଲଟାସିଂହ,ଉପଦେଷ୍ଟା ଶ୍ରୀ ବିଭୂତି ଭୂଷଣ ସ୍ବାଇଁ,ଓ୍ବାର୍ଡ ନଂ ୧୧ ର କର୍ପୋରେଟର ଶ୍ରୀମତି ପ୍ରଭାସିନୀ ମହାନ୍ତି,ବିହାର ରେଜିମେଣ୍ଟର ସେନାଅଧିକାରୀ ଶ୍ରୀ ରାମଚନ୍ଦ୍ର ଟୁଡୁ, ନିଖିଳ ଓଡିଶା ପାଇକ ମହାସଂଘର ମୁଖପାତ୍ର ତଥା ଓ୍ବାର୍ଡ ୧୧ ର ବିଜୁ ଜନତା ଦଳ ର ଗଣମାଧ୍ୟମ ସଂଯୋଜକ ରାଜୀବ ନୟନ ଓ ସମାଜସେବୀ ସନ୍ତୋଷ କୁମାର ସାହୁ ପ୍ରମୁଖ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ।

loading...

Leave A Reply

Your email address will not be published.