Breaking

ବିଜୟ ଆଡ଼କୁ ବିଜେଡ଼ି

0

ଓଡ଼ିଶା ନ୍ୟୁଜ ଟୁଡେ ବ୍ୟୁରୋ:

ତିର୍ତ୍ତୋଲ ଏବଂ ବାଲେଶ୍ଵର ରେ ଭୋଟ ଗଣତି ବଢ଼ିବା ସହ ଉଭୟ ସ୍ଥାନରେ ବିଜେଡ଼ି ଆଗୁଆ ରହିଛି। ତିର୍ତ୍ତୋଲରେ ବିଜେଡ଼ି ର ବିଜୟ ଶଙ୍କର ଦାସ ୯ମ ପର୍ଯ୍ୟାୟ ଗଣନା ସୁଦ୍ଧା ୧୪୫୬୧ ଭୋଟ ରେ ଆଗୁଆ ରହିଛନ୍ତି। ସେହିପରି ବାଲେଶ୍ଵରରେ ମଧ୍ୟ ବିଜେଡ଼ି ପ୍ରାର୍ଥୀ ସ୍ୱରୂପ କୁମାର ଦାସ ୩୭୭୦ ଭୋଟ ରେ ଆଗୁଆ ରହିଛନ୍ତି। ବାଲେଶ୍ଵର ରେ ୭ମ ପର୍ଯ୍ୟାୟ ଶେଷ ସୁଦ୍ଧା ବିଜେପି ପ୍ରାର୍ଥୀ ମାନସ କୁମାର ଦତ୍ତ ଆଗୁଆ ରହିଥିବା ବେଳେ ୮ମ ପର୍ଯ୍ୟାୟ ରେ ପୁନଶ୍ଚ ବିଜେଡ଼ି ପ୍ରାର୍ଥୀ ଆଗୁଆ ରହିଛନ୍ତି।
ତେବେ ଚର୍ଚ୍ଚିତ ସ୍ଵାଧୀନ ପ୍ରାର୍ଥୀ ବେଣୁଧର ବାରିକ ମାତ୍ର ୩୦୦ ଭୋଟ ହାସଲ କରିଛନ୍ତି।

loading...

Leave A Reply

Your email address will not be published.