ଭୁବନେଶ୍ବର:ବିଧାନସଭାର ଶେଷ ଦିନ। ଏକ ସ୍ମରଣୀୟ ମୁହୂର୍ତ। ରାଜନିତିକ ମନମାଳିନକୁ ପଛରେ ପକାଇ ସମସ୍ତଙ୍କୁ ଦେଖିବାକୁ ମିଳିଥିଲା ଗୋଟିଏ ଫ୍ରେମରେ। ଗୃହ ଭିତରେ ଥିବା ମତଭେଦକୁ ପଛରେ ପକାଇ ମୁଖ୍ୟମନ୍ତ୍ରୀଙ୍କ ସହ ଫଟୋ ଉଠାଇଥିଲେ ବିଧାୟକ । ମୁଖ୍ୟମନ୍ତ୍ରୀଙ୍କ ସହ ପ୍ରଥମ ଧାଡିରେ ଦେଖିବାକୁ ମିଳିଥିଲା ବାଚସ୍ପତି, ଉପବାଚସ୍ପତି, ବିରୋଧୀ ଦଳ ନେତା, ସଂସଦୀୟ ବ୍ୟାପାର ମନ୍ତ୍ରୀ, ଉଭୟ ଶାସକ ଓ ବିରୋଧୀ ଦଳର ମୁଖ୍ୟ ସଚେତକ ଓ ମନ୍ତ୍ରୀମଣ୍ଡଳର ବରିଷ୍ଠ ସଦସ୍ୟଙ୍କୁ । ସମସ୍ତ ସଦସ୍ୟଙ୍କ ପାଇଁ ଏହା ଥିଲା ବେଶ୍ ସ୍ମରଣୀୟ ମୂହୁର୍ତ।ଏହି ଐତିହାସିକ ମୁହୂର୍ତକୁ ତୋଳି ଧରିଥିଲା କ୍ୟାମେରା ।କିଛି ସଦସ୍ୟ ଭାବ ବିହୋଳ ମଧ୍ୟ ହୋଇଯାଇଥିଲେ। ଆଗକୁ ରାଜ୍ୟ ବିଧାନସଭା ରଣ। ଗୃହରେ ହୋଇପାରେ ପରିବର୍ତ୍ତନ।ନୂଆ ମୁହଁ ଆସିପାରନ୍ତି ପୁରୁଣା ଯଇପାରନ୍ତି।ତେଣୁ ସମସ୍ତେ ଚାହିଥିଲେ ସ୍ମୁତିକୁ ସଜାଇ ରଖିବାକୁ।
Breaking
Galaxy Unpacked July 2025: How to Watch Live Streamରହସ୍ୟ ଉପରୁ ପରଦା ହଟିଲା ଅନୁପମ ପଟ୍ଟନାୟକଙ୍କ ଆଗାମୀ ଚଳଚ୍ଚିତ୍ର ‘ମନ୍ତ୍ରମୁଗ୍ଧ’ମିସ୍ ଓଡ଼ିଶା ଇଣ୍ଡିଆ ୨୦୨୫ ଗ୍ରାଣ୍ଡ ଫାଇନାଲInternational Yoga Day is celebrated by the Bharatiya Yoga SansathanFrom Cities to Heartlands: Samsung Solve for Tomorrow Sparks Innovation in Bihar and Jharkhand