ଭୁବନେଶ୍ୱର:ରାଜଧାନୀ ଭୁବନେଶ୍ୱରରୁ ଜଣେ ନାଇଜେରିଆ ନାଗରିକଙ୍କୁ ଗିରଫ କରାଯାଇଛି । ଆମାଦୀ ଭିକ୍ଟୋର ବ୍ଲେଜ୍(୪୩) ନାମକ ଜଣେ ବ୍ୟକ୍ତିକୁ ଚନ୍ଦ୍ରଶେଖର ପୋଲିସ ଗିରଫ କରିଛି। ଭୁବନେଶ୍ୱର ରେଳ ଷ୍ଟେସନରେ ଡ୍ରଗସ୍ କାରବାର ସନ୍ଦେହରେ ନାର୍କୋଟିକ୍ସ୍ ଟିମ୍ ତାଙ୍କୁ ଧରି ପଚରାଉଚରା କରିଥିଲା । ସେ ଜାଲ୍ ପାସପୋର୍ଟରେ ବୁଲୁଥିବା ଜାଣିବାକୁ ପାଇଥିଲା ନାର୍କୋଟିକ୍ସ ଟିମ୍ ।ମୁମ୍ବାଇରୁ ଜାଲ ପାସପୋର୍ଟ ହାତେଇଥିବା ଅଭିଯୋଗରେ ତାକୁ ଗିରଫ କରାଯାଇଥିବା ସୂଚନା ମିଳିଛି ।
Breaking
ଆଚାର୍ଯ୍ୟ ହରିହର କନିଷ୍ଠ ମହାବିଦ୍ୟାଳୟ ଏବଂ ଆଇ.ଆଇ.ଏମ୍.ଟିର ମିଳିତ ଆନୁକୁଲ୍ୟରେ ଆଲୋଚନା ଚକ୍ରଆର ଆଇ ଇଟି ଆନ୍ତର୍ଜାତୀୟ ବିଦ୍ୟାଳୟରେ ଜ୍ଞାନ ବିଜ୍ଞାନ ମେଳାExxonMobil elevates India’s motorsports scene by powering first F4 Championship and Season 2 of Indian Racing Leagueଶ୍ରୀଜଗନ୍ନାଥ ଗବେଷଣା ପ୍ରତିଷ୍ଠାନ ପକ୍ଷରୁ ଆଲୋଚନା ଚକ୍ର୧୫ରେ କଳାବ୍ୟାଚ୍ ପିନ୍ଧିବେ ଅତିରିକ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ