Breaking

ମନଯୋତ୍ ପ୍ଲେ ସ୍କୁଲ୍ ରେ ୭୨ତମ ସ୍ୱାଧୀନତା ଦିବସ ପାଳିତ

0

ଭୁବନେଶ୍ବର:ଶୈଳେଶ୍ରୀ ବିହାର ସ୍ଥିତ ମନଯୋତ୍ ପ୍ଲେ ସ୍କୁଲରେ ୭୨ତମ ସ୍ବାଧିନତା ଦିବସ ଖୁବ୍ ଉତ୍ସାହର ସହିତ ପାଳିତ ହୋଉଯାଇଛି।ବର୍ଷା ସତ୍ବେ ଛୋଟ ଛୋଟ ପିଲାମାନେ ଅଭିଭାବକ ମାନଙ୍କ ସହିତ ଆସି ଜାତୀୟ ପତାକା ଉତ୍ତୋଳନ ରେ ଭାଗ ନେଇଥିଲେ।ସ୍କୁଲର ପ୍ରିନ୍ସିପାଲ୍ ଓ ଅନ୍ୟ ଶିକ୍ଷକ,ଶିକ୍ଷୟତ୍ରୀ ମାନେ ଏ ଦିନର ମହତ୍ବ ସଂପର୍କରେ ପିଲାଙ୍କୁ ଅବଗତ କରାଇଥିଲେ।ପରେ ଛୋଟ ପିଲାମାନେ ସାସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ।

loading...

Leave A Reply

Your email address will not be published.