Breaking

ଭୁଲରେ ମଧ୍ୟ କିନ୍ନର ମାନଙ୍କୁ ଏ ସବୁ ଜିନିଷ ଦାନ କରନ୍ତୁ ନାହିଁ ! ନ ହେଲେ ହୋଇଯିବେ କାଙ୍ଗାଳ

0

ଆପଣ ମାନେଜାଣିଥିବେ କିନ୍ନର ମାନଙ୍କୁ ଦାନ କଲେ ସେମାନେ ଅମର ମଙ୍ଗଳ କାମନା କରିଥାନ୍ତି ଯାହାକୁ ଆମକୁ ଲାଭ ଦାୟକ ହୁଏ ବୋଲି ବିଶ୍ୱାସ ରହିଛି । କିନ୍ତୁ ଆପଣ ଜାଣିଛନ୍ତି କି ଏପରି କିଛି ଜିନିଷ ଅଛି ଯାହାକୁ କିନ୍ନରମାନଙ୍କୁ ଦାନ କଲେ ଆପଣ କାଙ୍ଗାଳ ହେଇପାରନ୍ତି ,ତେବେ ଆମେ ଅପାଙ୍କ ଆଜି କହିବୁ କିନ୍ନର ମାନଙ୍କୁ କେଉଁ ଜିନିଷ ଦେବା ଉଚିତ ନୁହଁ । ସେ ବିଷୟରେ ଜାଣି ରଖିବା ନିହାତି ଜରୁରୀ।

ତେଲ: କିନ୍ନରଙ୍କୁ କେବେ ତେଲ ଦାନ କରନ୍ତୁ ନାହିଁ। ଏହାଦ୍ୱାରା ଘରେ ଦୁଃଖ ଓ ଦରିଦ୍ରତା ମାଡି ଆସିଥାଏ।

ଝାଡୁ: କିନ୍ନରଙ୍କୁ ଦାନରେ ଝାଡୁ ଦିଅନ୍ତୁ ନାହିଁ। ଝାଡୁ ଦାନ କଲେ ଲକ୍ଷ୍ମୀ ଚାଲି ଯାଆନ୍ତି। ପୁଣିଥରେ ଲକ୍ଷ୍ମୀ କେବେବି ଫେରନ୍ତି ନାହିଁ ବୋଲି ବିଶ୍ୱାସ ରହିଛି।

ପୁରୁଣା ଲୁଗା: କିନ୍ନରମାନଙ୍କୁ କେବେ ହେଲେ ପୁନଉଣା ଲୁଗା ଦାନ କରିବା ଉଚିତ ନୁହଁ | କାରଣ ଏପରି କଲେ ଘରର ଶାନ୍ତି ହଜିଯାଏ। ସବୁବେଳେ ଅଶାନ୍ତିର ବାତାବରଣ ସୃଷ୍ଟି ହୋଇଥାଏ।

ପ୍ଲାଷ୍ଟିକ ବୋତଲ: କିନ୍ନରଙ୍କୁ କେବେ ବି ପ୍ଲାଟିକ ବୋତଲ ଦାନ କରନ୍ତୁ ନାହିଁ। ଏହାଦ୍ୱାରା ଘରେ ରୋଗ ବୃଦ୍ଧି ହୋଇଥାଏ।
କିନ୍ନରଙ୍କୁ ଦାନ ଦେବା ସମୟରେ ଏସବୁ ଦିଗପ୍ରତି ନିଶ୍ଚୟ ଧ୍ୟାନ ଦିଅନ୍ତୁ ଶୁଭଫଳ ମିଳିବ।

ଷ୍ଟିଲ ବାସନ: କିନ୍ନରଙ୍କୁ ଷ୍ଟିଲ ବାସନ ଦାନ ଆକାରରେ ଦେଲେ ଘରେ ଝଗଡା ହେବା ସହ ଘରର ସୁଖ ଶାନ୍ତି ନଷ୍ଟ ହୋଇଥାଏ।

You May Like Here:
            ⇓

loading...

Leave A Reply

Your email address will not be published.