Breaking

ପଦ୍ମଶ୍ରୀ ପୂର୍ଣ୍ଣମାସୀ ଜାନୀ ଅସୁସ୍ଥ : ଜିଲ୍ଲା ମୂଖ୍ୟ ଚିକିତ୍ସାଳୟରେ ଭର୍ତ୍ତି

0

ଓଡିଶା ନ୍ୟୁଜ ଟୁଡ଼େ ବ୍ୟୁରୋ:
କନ୍ଧମାଳ ଜିଲ୍ଲାର ପଦ୍ମଶ୍ରୀ ଉପାଧି ପାଇଥିବା ପୂର୍ଣ୍ଣମାସୀ ଜାନୀ ଆଜି ହଠାତ ଅସୁସ୍ଥ ହୋଇପଡିଛନ୍ତି । ତାଙ୍କୁ ସଙ୍ଗେ ସଙ୍ଗେ ଫୁଲବାଣୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ମହିଳା ଭେଷଜ ୱାର୍ଡ଼ରେ ଭର୍ତ୍ତି କରାଯାଇଛି । ବୟସାଧିକ କାରଣରୁ ତାଙ୍କ ଦେହ ହଠାତ ଅସୁସ୍ଥ ହୋଇପଡ଼ିଥିଲା । ବର୍ତ୍ତମାନ ସେ ଫୁଲବାଣୀ ସ୍ଥିତ ସଦର ମହକୁମା ଡାକ୍ତରଖାନାରେ ଡାକ୍ତର ମାନେ ତାଙ୍କର ଚିକିତ୍ସା ଜାରି ରଖିଛନ୍ତି ଏବଂ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ବର୍ତ୍ତମାନ ସ୍ଥିର ରହିଥିବା ନେଇ ତାଙ୍କୁ ଚିକିତ୍ସା କରୁଥିବା ଡାକ୍ତର ଅଜିତ ଦଳେଇ ପ୍ରକାଶ କରିଛନ୍ତି । ପୂର୍ଣ୍ଣବାସୀ ଜାନୀ ଓରଫ ତାଡିସରୁ ବାବାଙ୍କୁ ଏଇ ନିକଟରେ ପଦ୍ମଶ୍ରୀ ଉପାଧି ପ୍ରଦାନ କରାଯାଇଥିଲା ।

loading...

Leave A Reply

Your email address will not be published.