ଭୁବନେଶ୍ବର: ଚନ୍ଦ୍ରଶେଖରପୁର ହାଉସିଂବୋର୍ଡ ଛକରେ ଠାରେ ଡିଭା ୟୁନିସେକ୍ସ ସେଲୁନ ଓ ଫିଟନେସ ଷ୍ଟୁଡିଓ ଉଦଘାଟିତ ହୋଇଯାଇଛି । ଏହାକୁ ଓଲିଉଡ୍ ଅଭିନେତ୍ରୀ ପୁନମ ମିଶ୍ର ଉଦଘାଟନ କରି ସେଲୁନକୁ ବେଶ୍ ପ୍ରଶଂସା କରିଥିଲେ। ଏହି ସେଲୁନ ରେ ମହିଳା ଓ ପୁରୁଷ ମାନଙ୍କ ପାଇଁ ବିଭିନ୍ନ ପ୍ରକାରର ଶରୀରକୁ ମେକଅପ ଦେବାକୁ ବନ୍ଦୋବସ୍ତ କରାଯାଇଛି । ଏହି ଠାରେ ଶରୀର ରେ ଟାଟୁ , ବ୍ରାଇଡାଲ୍ ମେକଅପ , ହେୟାର ଡିଜାଇନ ସହିତ ଷ୍ଟୁଡିଓ ରେ ଗୀତାର , ଜୁମ୍ବା ନାଚ , କ୍ଲାସିକାଲ ନାଚ ର ବ୍ୟବସ୍ତା କରାଯାଇଛି । ଏହି କାର୍ଯ୍ୟକ୍ରମରେ ସେଲୁନର ପ୍ରତିଷ୍ଠାତା ରବୀନ୍ଦ୍ର ନାଥ ହୁଈ ଓ ଦୀପ୍ତି ହୁଈ ପ୍ରମୁଖ ଉପସ୍ଥିତ ଥିଲେ।
Breaking
ପବିତ୍ର ରଥଯାତ୍ରାରେ ମୁକ୍ତିଲାଭ କଲା ଶ୍ରୀ ଜଗନ୍ନାଥ ଭଜନ “ହେ ପୁରୁଷୋତ୍ତମ”ଇଣ୍ଡଲଜ୍ ବ୍ରାଇଡ଼ାଲ ମଲ୍ରେ ଆରମ୍ଭ ହେଲା ମହିଳା କାର୍ଣ୍ଣିଭାଲ ୨୦୨୨ଶିବାନନ୍ଦ ଶତ ବାର୍ଷିକ ବାଳକ ବିଦ୍ୟାଳୟର ପ୍ରତିଷ୍ଠା ଦିବସନେଦରଲ୍ୟାଣ୍ଡସରେ ପ୍ରବାସୀ ଓଡ଼ିଆଙ୍କ ଦ୍ୱାରା ରଜ ଉତ୍ସବ ପାଳନମୋ କଲେଜ’ ଅଭିଯାନ ଅଧୀନରେ ଭୁବନେଶ୍ୱରସ୍ଥିତ ଉତ୍କଳ ସଂସ୍କୃତି ବିଶ୍ୱବିଦ୍ୟାଳୟରେ ‘ଆଲୁମିନି ମିଟ୍-୨୦୨୨’