ଭୁବେନେଶ୍ୱର:ସାମାଜିକ କ୍ଷେତ୍ରରେ ବିଗତ ଦଶବର୍ଷ ଧରି ସେବା ଯୋଗାଇଥିବା ରାଜ୍ୟର ଅଗ୍ରଣୀ ସାମାଜିକ ଅନୁଷ୍ଠାନ ଦିଶା ଓଡିଶା ତାର ଅଷ୍ଟମ ଉତ୍ସବ ଜୟଦେବ ଭବନ ରେ ପାଲିତ ହୋଇଯାଇଛି । ସାମାଜିକ ସଚେତନତା ପାଇଁ ଉତ୍ସର୍ଗୀକୃତ ହୋଇ ଏହି ଅନୁଷ୍ଠାନ ରେ ପ୍ରତ୍ୟେକ ବର୍ଷ ତାର ଉସଭ ବିଧିବର୍ଦ୍ଧ ଭାବେ ପାଲିତ କରାଯାଇଛି ।ସାମାଜିକ ,ସଂସ୍କୃତିକ, ଓ ସାମ୍ବାଦିକତା କ୍ଷେତ୍ରରେ ସୁନାମ ଅଜନ କରିଥିବା ବିଶିଷ୍ଟ ବ୍ୟକ୍ତି ମାନଙ୍କୁ ଦିଶା ସମ୍ମାନ ପ୍ରଦାନ କରାଯାଇଥିଲା।
ଦିଶା ର ଗୋଟିଏ ଶ୍ରେଷ୍ଠ ସମ୍ମାନ ଗୁରୁଦେବ ସମ୍ମାନ ଡ଼ ମୃତୁଞ୍ଜୟ ରଥ କୁ ପ୍ରଦାନ କରାଯାଇଥିଲା ।
ଶ୍ରୀଯୁକ୍ତ ପ୍ରଦୋଷ ପଟ୍ଟନାୟକ ଙ୍କୁ ସଭାପତିଥ୍ବରେ ମୁଖ୍ୟ ଅତିଥି ଭାବେ ବରିଷ୍ଠ ସ୍ୱାଧୀନତା ସଂଗ୍ରାମୀ ଭବାନୀ ଚରଣ ପଟ୍ଟନାୟକ ,ମୁଖ୍ୟବକ୍ତା ଭାବେ ବରିଷ୍ଠ ସାମ୍ବାଦିକ ପ୍ରଦ୍ୟୁମ୍ନ ଶତପଥୀ ଓ ଉଦଘାଟନ ଭାବେ ସ୍ୱାମୀ ବିଜୟାନଦଜି ମହାରାଜ ଯୋଗ ଦେଇଥିଲା ବେଳେ ସମ୍ମାନିତ ଅତିଥି ଭାବେ ବିଭୁତି ଭୂଷଣ କର ,ପଦୀପ କୁମାର ଚୌଧୁରୀ ,ସମାଜସେବୀ ନର୍ମାତା ଚଢା ,ପ୍ରୀତି ଛଦା ଧଳ,ସସ୍ମିତା ଦାସ ,ରିରା ରାଉତରାୟ ,ଲିକନ ସୁବୁଦ୍ଧି, ପ୍ରୀତିନନ୍ଦା ରାଉତରାୟ, ନମିତା ପାଲ, ଅଜୟ ସାହୁ, ଚନ୍ଦ୍ର ଭାନୁ କର ପ୍ରମୁଖ ଯୋଗ ଦେଇଥିଲେ । ଦିଶା ନିଦ୍ଧେଶକ ନାରାୟଣ ସାହୁ ଓଝା ସ୍ୱାଗତ ଭାଷଣ ଦେଇଥିଲେ । ମୂତୁଜୟ ପଣ୍ଡା ବିବରଣୀ ପାଠ କରିଥିଲେ । ଦିଶା ଅଦକ୍ଷ ଅମରେନ୍ଦ୍ର ବେହେରା, ଉପଦକ୍ଷ କୌଶିକି ପଟ୍ଟନାୟକ ସଭା ପରିଚାରଣା କରିଥିଲେ ଏହା ପରେ ମଞ୍ଚସ୍ୟ ହୋଇଥିଲା ନାଟକ କଳିଜୁୁଗେ ଜଗନ୍ନାଥ ।
Breaking
ଡ଼ ନାରାୟଣ ମହାପାତ୍ରଙ୍କୁ ସମ୍ମାନ ସୂଚକ ଗ୍ଲୋବାଲ ପିସ ହ୍ୟୁମାନ ରାଇଟସ ଆୱାର୍ଡସମସ୍ତେ ଏକାଠି ମିଶି ଇସ୍କନ ବିରୋଧରେ ସ୍ୱର ଉତ୍ତୋଳନ କରିବା ନିହାତି ଆବଶ୍ୟକThis World Heart Day: How Personalized Medicine is Shaping the Future of Bad Cholesterol Treatment୨୯ରୁ ଟ୍ୱିନ ସିଟିର ସବୁଠାରୁ ବଡ ନବରାତ୍ରି ସେଲିବ୍ରେଶନ ‘ଦାଣ୍ଡିଆ କାର୍ଣ୍ଣିଭାଲNavadarshan Reflection Ceremony 2025: Paving the Way for an Inclusive & Viksit Odisha