Breaking

ଅନନ୍ତ ଆକ୍ରାନ୍ତ

0

ଓଡିଶା ନ୍ୟୁଜ୍ ଟୁଡେ ବ୍ୟୁରୋ:

ରାଜ୍ୟର ଆଉ ଜଣେ ବିଧାୟକ କରୋନା ଆକ୍ରାନ୍ତ ହୋଇଛନ୍ତି । ଭୁବନେଶ୍ୱର-ମଧ୍ୟ ବିଧାୟକ ଅନନ୍ତ ନାରାୟଣ ଜେନା କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଟ୍ୱିଟ କରି ଏହି ସୂଚନା ଦେଇଛନ୍ତି ବିଧାୟକ ଅନନ୍ତ ଜେନା । କୋଭିଡର ଲକ୍ଷଣ ଦେଖାଦେବା ପରେ ସେ ନିଜର ଟେଷ୍ଟ କରିଥିଲେ । ଏହା ତାଙ୍କର ରିପୋର୍ଟ ପଜିଟିଭ ଆସିଛି । ବର୍ତମାନ ସେ ଗୃହ ସଙ୍ଗରୋଧରେ ଅଛନ୍ତି । ତାଙ୍କ ସମ୍ପର୍କରେ ଆସିଥିବା ସମସ୍ତ ଲୋକଙ୍କୁ ସଙ୍ଗରୋଧରେ ରହିବା ସହ କୋଭିଡ ପରୀକ୍ଷା ପାଇଁ ଅନୁରୋଧ କରିଛନ୍ତି । ଏହା ସହ ତାଙ୍କ ପିଏସଓ ଓ ଡ୍ରାଇଭର ବି କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି ।

loading...

Leave A Reply

Your email address will not be published.