Breaking
Browsing Category

ରାଜ୍ୟ

ୱାଣ୍ଡର ୱାର୍ଲ୍‌ଡ଼ ୱାଟର ପାର୍କରେ ପାଳିତ ହେବ ରଜ ଉତ୍ସବ “ଦି ଗ୍ରାଣ୍ଡ ରଜ କାର୍ଣ୍ଣିଭାଲ୍‌”

ପାନ, ପିଠା ସାଙ୍ଗକୁ ରଙ୍ଗାରଙ୍ଗ କାର୍ଯ୍ୟକ୍ରମର ମଜା ଉଠାଇବେ ଦର୍ଶକ ଭୁବନେଶ୍ୱର : ପୁରୀ ମାଳତିପାଟପୁର ସ୍ଥିତ ଓଡ଼ିଶାର ସର୍ବବୃହତ୍ ୱାଣ୍ଡର ୱାର୍ଲ୍ଡ ୱାଟର ପାର୍କ ଠାରେ ଓଡ଼ିଶାର ଗଣପର୍ବ ରଜ ଉତ୍ସବକୁ ସ୍ୱତନ୍ତ୍ର ଭାବରେ ଆୟୋଜନ କରାଯିବ । ଯାହାର ନାମ ରଖାଯାଇଛି “ଦି ଗ୍ରାଣ୍ଡ ରଜ…
Read More...

ମେ ୬ରେ ଉତ୍କଳକନିକାରେ ମିଷ୍ଟର ଆଣ୍ଡ୍ ମିସ୍ ଉତ୍କଳ ଫ୍ୟାସନ ଶୋ

➢ ୨୯ରେ ଜୁନିୟର ଏବଂ ୩୦ରେ ସିନିୟରଙ୍କ ପାଇଁ ଅଡ଼ିଶନ ➢ ମୁଖ୍ୟ ଆକର୍ଷଣ ବରିଷ୍ଠ ନାଗରିକ ଭୁବନେଶ୍ୱର : ଓଡ଼ିଶାବାସୀଙ୍କ ପାଖରେ ଫ୍ୟାସନ ଷ୍ଟାଇଲକୁ ପହଞ୍ଚାଇବା ଉଦ୍ଦେଶ୍ୟରେ ଉତ୍କଳକନିକା ଗ୍ୟାଲେରିଆ ମଲ୍ ଆୟୋଜିତ କରୁଛି ମିଷ୍ଟର ଆଣ୍ଡ ମିସ୍ ଉତ୍କଳ – ୨୦୨୩ । ଆସନ୍ତା ମେ ୬ ରେ ଏହାର ତୃତୀୟ…
Read More...

ଚତୁଃଦିବସୀୟ ଦିବ୍ୟଜୀବନ ସଂଘ ସମ୍ମିଳନୀ ଉଦଘାଟିତ

ଭୁବନେଶ୍ୱର, : ଚତୁଃଦିବସୀୟ ଦିବ୍ୟଜୀବନ ସଂଘ ସମ୍ମିଳନୀ ରବିବାର ଅପରାହ୍ନରେ ଶିବାନନ୍ଦ ଶତବାର୍ଷିକ ବାଳକ ବିଦ୍ୟାଳୟ, ଖଣ୍ଡଗିରି ଠାରେ ଉଦଘାଟିତ ହୋଇଯାଇଛି l ଏହି କାର୍ଯ୍ୟକ୍ରମରେ ଅତିଥି ଭାବରେ ସାଂସଦ ତଥା ସ୍କୁଲ ଡେଭଲପମେଣ୍ଟ କମିଟି ଉପାଧ୍ୟକ୍ଷ ଡ. ଅଚ୍ୟୁତ ସାମନ୍ତ, ପ୍ରାକ୍ତନ ରାଜ୍ୟ…
Read More...

ଭୁବନେଶ୍ବର ରନ୍‌ୱେ ଓ୍ବିକ୍

ଆକର୍ଷଣୀୟ ଡିଜାଇନ୍‌ ପରିବେଷଣ କଲେ ୬ ଜଣ ଡିଜାଇନ୍‌ର ଭୂବନେଶ୍ୱର:ସୁନ୍ଦର ଓ ଆକର୍ଷଣୀୟ ଦେଖାଯିବା ପାଈ ସମସ୍ତେ ଇଛ୍ଛା କରନ୍ତି।ସେଥିପାଈ ନୂଆ ଡିଜାଇନ୍‌ର ପୋଷାକ ପରିଧାନ କରିବାକୁ ସମସ୍ତଙ୍କ ମନରେ ଥାଏ ଅକୁଣ୍ଠ ଉନ୍ମାଦନା।ସବୁବର୍ଗର ପିଢିକୁ ନଜରରେ ରଖି ଆଡିକ୍ସନ ଫ୍ୟାସନ୍…
Read More...

ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ମମତା ବାନାର୍ଜୀ

ପଶ୍ଚିମ ବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଆଜି ଅପରାହ୍ନରେ ନବୀନ ନିବାସ ଠାରେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଙ୍କୁ ସାକ୍ଷାତ କରିଛନ୍ତି।ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ତାଙ୍କୁ ମହା ପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଅଙ୍ଗ ବସ୍ତ୍ର ଦେଇ ସ୍ବାଗତ କରିବା ସହିତ ତିନି ରଥର କାଠ ତିଆରି…
Read More...

ବିଶ୍ବ ଜଳ ଦିବସ ଅବସରରେ ସମ୍ବାଦ ଡିଜିଟାଲ୍ ର ବି-ସ୍କୁଲ୍ ଛାତ୍ରଛାତ୍ରୀଙ୍କ ପାଇଁ ପ୍ରତିଯୋଗିତା ଘୋଷଣା

ଚଳିତ ବର୍ଷ ବିଶ୍ୱ ଜଳ ଦିବସରେ ଜଳ ଏବଂ ପରିମଳ ସଙ୍କଟର ସମାଧାନ ପାଇଁ ପରିବର୍ତ୍ତନକୁ ତ୍ୱରାନ୍ୱିତ କରିବାକୁ ଜାତିସଙ୍ଘ ଆହ୍ୱାନ କରିଛନ୍ତି | ଏହି ବିଷୟକୁ ନେଇ ସମ୍ବାଦ ଡିଜିଟାଲ ତରଫରୁ ବି-ସ୍କୁଲ୍ ର ଛାତ୍ରଛାତ୍ରୀମାନଙ୍କୁ ନେଇ ଏକ ଅଭିନବ ପ୍ରତିଯୋଗିତା ଆରମ୍ଭ କରାଯାଇଛି | ବିଶ୍ୱ ଜଳ ଦିବସ…
Read More...