Breaking

ପ୍ରଜାପତି ଦେହରେ ଜଗନ୍ନାଥଙ୍କ ଛବି ! ଦେଖିବାକୁ ଲୋକଙ୍କ ଗହଳି

0

ଭୁବନେଶ୍ୱର :ଆଜି ସନ୍ଧ୍ୟାରେ ପଟିଆରେ ଦେଖିବାକୁ ମିଳିଛି ଗୋଟେ ଆଚାର୍ଯ୍ୟ ଜନଙ୍କ ଦୃଶ୍ୟ । ପଟିଆ ଗ୍ରାମରେ ରହୁଥିବା ଆଡ଼ଭୋକେଟ ବାବୁଲି ଚନ୍ଦ୍ର ପରିଡାଙ୍କ ଘରେ ହଟାତ କେଉଁ ଆଡୁ ଏକ ପ୍ରଜାପତି ଉଡି ଆସି ବସିଛି । ସେ ପ୍ରଜାପତି ଦେହରେ ଜଗନ୍ନାଥଙ୍କ ଛବି ଦେଖିବାକୁ ମିଳିଛି ।
ମିଳିଥିବା ସୂଚନା ଅନୁଯାଇ ଶ୍ରୀ ପରିଡା ଘରେ ବସି ଟିଭି ଦେଖୁ ଥିବା ସମୟରେ ହଟାତ କେଉଁ ଆଡୁ ଏକ ପ୍ରଜାପତି ଉଡି ଆସି ତାଙ୍କ ପାଖରେ ବସିଥିଲା । ପ୍ରଜାପତି ଦେହରେ ଜଗନ୍ନାଥଙ୍କ ଛବି ଦେଖି ଶ୍ରୀ ପରିଡା ଘର ଲୋକଙ୍କୁ ଡ଼ାକିଥିଲେ । ଘର ଲୋକ ଦେଖି ମଧ୍ୟ ଆଚାର୍ଯ୍ୟ ହେଇଯାଇଥିଲେ । ପରେ ପରେ ପ୍ରଜାପତିକୁ ଦେଖିବା ପାଇଁ ଲୋକଙ୍କ ଗହଳି ଲାଗିଛି ସେ ପ୍ରଜାପତି ଗୋଟେ ଜାଗାରେ ବସି ରହିଛି କୁଆଡେ ଯାଉନି । ପ୍ରଜାପତି ଦେହରେ ଜଗନ୍ନାଥ ଛବି ଦେଖି ପରିବାର ଲୋକ ପୂଜା କରୁଥିବାର ଦେଖିବାକୁ ମିଳିଛି ।

You May Like Here:
            ⇓

loading...

Leave A Reply

Your email address will not be published.